ଦେଖନ୍ତୁ ଭିଡିଓ; ତେଲେଙ୍ଗା ପେଣ୍ଠରେ ମୋ ବସକୁ ଧକ୍କା ଦେଲା ଟ୍ରକ; ଜଣେ ମୃତ, ଫଶିଛନ୍ତି ଅନେକ 

ଭୁବନେଶ୍ୱର : କଟକ-ଭୁବନେଶ୍ୱର ରାସ୍ତାର ତେଲେଙ୍ଗା ପେଣ୍ଠରେ ମୋ ବସକୁ ଧକ୍କା ଦେଲା ଟ୍ରକ। ତେଲେଙ୍ଗା ପେଣ୍ଠ  ନିକଟରେ ମୋ ବସକୁ ଶନିବାର ଟ୍ରକ୍ ଧକ୍କା ଦେଇଛି। ବସକୁ ପଛପଟୁ ଟ୍ରକ ଧକ୍କା ଦେଇଥିବା ବେଳେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ବସ ଭିତରେ ଚାପି ହୋଇ ରହିଛନ୍ତି। ସ୍ଥାନୀୟ ଲୋକେ ଓ ଦେଖଣାହାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସୂଚନାନୁଯାୟୀ, ଶନିବାର ଅପରାହ୍ଣରେ ଭୁବନେଶ୍ୱରରୁ କଟକ ଯାଉଥିବା ଓଡି ୩୩ ଭି୪୫୬୫ ନମ୍ବର ବିଶିଷ୍ଟ … Continue reading ଦେଖନ୍ତୁ ଭିଡିଓ; ତେଲେଙ୍ଗା ପେଣ୍ଠରେ ମୋ ବସକୁ ଧକ୍କା ଦେଲା ଟ୍ରକ; ଜଣେ ମୃତ, ଫଶିଛନ୍ତି ଅନେକ