www.samajalive.in
Saturday, December 6, 2025
26.1 C
Bhubaneswar

ସକାଳେ ଖାଆନ୍ତୁ ଏହି ଗୋଟିଏ ଜିନିଷ ; ୪୦ ବର୍ଷ ପରେ ବି ଦେଖାଯିବେ ଯୁବା..

ପ୍ରତ୍ୟେକ ଇଚ୍ଛା କରନ୍ତି ସର୍ବଦା ଯୁବା ଓ ସୁନ୍ଦର ଦେଖାଯିବା ପାଇଁ। ବିଶେଷ କରି ଯୁବତୀ ଓ ମହିଳା ମାନେ। ତ୍ୱଚା ସୁସ୍ଥ, ଚମକ, ଉଜ୍ଜ୍ୱଳ ରହୁ ବୋଲି ଇଚ୍ଛା। ମାତ୍ର ବୟସ ବଢିବା ସହ ଏହାର ପ୍ରଭାବ ତ୍ୱଚା, ଚର୍ମ, ବେକ ସହ ଶରୀରର ବିଭିନ୍ନ ଅଙ୍ଗରେ ଦେଖାଯାଇଥାଏ।
ବୟସ ସହ ଧିରେ ଧିରେ ତ୍ୱଚା ଖରାପ ହେବାକୁ ଲାଗି ଥାଏ। ମୁହଁରେ କୁଞ୍ଚନ ସହ ତ୍ୱଚା ଜନିତ ଅନେକ ସମସ୍ୟା ନଜର ଆସିଥାଏ। ବିଶେଷ କରି ନିଜର ଜୀବନଶୈଳୀ ପ୍ରତି ସଠିକ୍ ଧ୍ୟାନ ନ ଦେବା ଦ୍ୱାରା, ଖରାର ପ୍ରଭାବ, ପ୍ରଦୂଷଣ, ସୂର୍ଯ୍ୟର ଅତି ବାଇଗଣୀ ରଶ୍ମିର ପ୍ରଭାବରେ ତ୍ୱଚା ଉପରେ କୁପ୍ରଭାବ ପଡିଥାଏ।
ଶରୀର ଓ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ପ୍ରୋଟିନ୍, କ୍ୟାଲସିୟମ, ମିନେରଲ୍ସ, ଫାଇବର ଥିବା ଖାଦ୍ୟର ଭରପୁର ସେବନ କରିବା ଉଚିତ୍।

ଶନି କରିବେ ବିପରୀତ ଚଳନ ; ଏହି ରାଶିଙ୍କର ୫ ମାସ ପର୍ଯ୍ୟନ୍ତ ରହିବନି ଅଭାବ..

- Advertisement -

ତ୍ୱଚାକୁ ଯୁବା ଓ ସୁନ୍ଦର ରଖିବା ପାଇଁ ନିୟମିତ ଫଳର ସେବନ କରନ୍ତୁ। ଫଳରେ ଥିବା ଭିଟାମିନ୍ ଓ ମିନେରାଲ୍ସ ତ୍ୱଚାକୁ ପୋଷକ ତତ୍ତ୍ୱ ଯୋଗାଇଥାଏ।
ଡ୍ରାଏ ଫ୍ରୁଟ୍ସ ମଧ୍ୟ ତ୍ୱଚାକୁ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ। ଯୁବା ରଖିବାରେ ସହାୟକ ହୋଇଥାଏ। ତ୍ୱଚାରେ କୁଞ୍ଚନ ସୃଷ୍ଟି ହେବାକୁ ଦେଇନଥାଏ।
ତ୍ୱଚାକୁ ଯୁବା ଓ ସୁନ୍ଦର ରଖିବା ପାଇଁ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ।

 

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories