www.samajalive.in
Friday, December 12, 2025
19.1 C
Bhubaneswar

ଜାତୀୟ ତୀରନ୍ଦାଜ ଚମ୍ପିଆନସିପ ପାଇଁ ବୌଦ୍ଧର ତୀରନ୍ଦାଜ ଦଳ ମନୋନୀତ

ବୌଦ୍ଧ : ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଜୁନ ୨୯ ତାରିଖ ଠାରୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ତୀରନ୍ଦାଜ ଚମ୍ପିଆନସିପ ସକାଶେ ଆଜି ଭୁବନେଶ୍ୱର ଠାରେ ହୋଇଥିବା ଚୟନ ପ୍ରକ୍ରିୟାରେ ବୌଦ୍ଧ ଜିଲାର ୫ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି। ୧୩ ବର୍ଷରୁ କମ ବର୍ଗରେ ଇଣ୍ଡିଆନ ରାଉଣ୍ଡରେ ବାଳକ ବିଭାଗରେ ଅମ୍ଲାନ କଅଁର, ବାଳିକା ବିଭାଗରେ ସାନଭି ମେହେଟ୍ଟା,ପ୍ରିୟଙ୍କା ପ୍ରିଦର୍ଶିନ ବେହେରା, ୧୫ ବର୍ଷରୁ କମ ବାଳକ ବିଭାଗରେ ଆଦିତ୍ୟ ଅଗ୍ରୱାଲା,ଦୁର୍ଗାଦତ୍ତ ମେହେର ମନୋନୀତ ହୋଇଥିବା ଜଣାପଡିଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories