www.samajalive.in
Wednesday, December 10, 2025
26.1 C
Bhubaneswar

ଫ୍ରାନ୍ସର ଏହି କମ୍ପାନୀର ବ୍ରାଣ୍ଡ୍ ଆମ୍ବାସଡର ହେଲେ ଧୋନୀ

ନୂଆଦିଲ୍ଲୀ : ଗାଡି ନିର୍ମାତା କମ୍ପାନୀ ଫ୍ରାନ୍ସର ସିଟ୍ରୋଏନ୍ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଦେଶରେ ନିଜ ବ୍ରାଣ୍ଡ୍ ଆମ୍ବାସଡର କରିଛି । କମ୍ପାନୀ ଏକ ବୟାନରେ କହିଛି କି ଧୋନୀ ଖୁବ୍ ଶୀଘ୍ର ଏକ ଅଭିଯାନ ଜରିଆରେ ସିଟ୍ରୋଏନ୍ ସହିତ ନଜର ଆସିବେ ।

- Advertisement -

ସିଟ୍ରୋଏନ୍ ଇଣ୍ଡିଆର ବ୍ରାଣ୍ଡ୍ ନିର୍ଦ୍ଦେଶକ ଶିଶିର ମିଶ୍ରା କହିଛନ୍ତି କି ‘ଆମେ ମାନୁ ଯେ ଧୋନୀ ଆମ ସହିତ ଯୋଡିହେଲେ ଭାରତୀୟ ବଜାରରେ ଆମ ପ୍ରତିବଦ୍ଧତା ମଜଭୁତ ହେବାରେ ବହୁତ ସହାୟତା ମିଳିବ ।’ ସିଟ୍ରୋନ୍ ଇଣ୍ଡିଆ ଟ୍ବିଟରରେ ଏନେଇ ସୂଚନା ମଧ୍ୟ ଦେଇଛି ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories