ବାସୁଦେବପୁର :ସଶକ୍ତ ହେଉଛି ବିଜେଡି । ଆଜି ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାରତରାୟଙ୍କ ବାସଭବନରେ ବିଜେଡିର ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତୃଣମୂଳ କଂଗ୍ରେସର ଭଦ୍ରକ ଜିଲ୍ଲା ସଭାପତି ତଥା ଗତ ଥରର ବିଧାୟକ ପ୍ରାର୍ଥୀ ନାଥ ବୈରାଗୀ ଦାସ ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜର ସମର୍ଥକ ମାନଙ୍କ ସହିତ ବିଜେଡିରେ ସାମିଲ ହୋଇଛନ୍ତି।
Popular Categories



