www.samajalive.in
Friday, December 12, 2025
23.1 C
Bhubaneswar

ଶୋଇଥିବା ଶିଶୁକୁ ଝୁଣିଲା କୁକୁର

ପାଟଣା : ପାଟଣା ଥାନା ଅନ୍ତର୍ଗତ ବଡପଟଣା ପଞ୍ଚାୟତ ସ୍ୱାମ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଘର ବାରଣ୍ଡାରେ ଶୋଇଥିବା ସମୟରେ ଦେଢ଼ବର୍ଷର ଶିଶୁପୁତ୍ରକୁ ଝୁଣି ଦେଇଛି କୁକୁର । ସୂଚନାଯୋଗ୍ୟ ଗତକାଲି ସ୍ୱାମ ମୁଣ୍ଡା ସାହିର ଫୁତୁଲୁ ମୁଣ୍ଡାଙ୍କ ଦେଢ ବର୍ଷର ଶିଶୁପୁତ୍ରକୁ ବାରଣ୍ଡାରେ ଶୁଆଇ ତାଙ୍କ ସ୍ତ୍ରୀ ଗାଧୋଇବାକୁ ଯାଇଥିଲେ । ଗାଧୋଇ ସାରି ଘରକୁ ଫେରିବା ବେଳେ କୁକୁରଟି ଶିଶୁ ପୁତ୍ରକୁ ଝୁଣି ପକାଉଥିବା ଦେଖିଥିଲେ। ଦୌଡି ଆସି କୁକୁରକୁ ଘଉଡାଇବା ପରେ  ଗୁରୁତର ଅବସ୍ଥାରେ ଶିଶୁପୁତ୍ରକୁ ପ୍ରଥମେ ପାଟଣା ଡାକ୍ତରଖାନା ଓ ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

Hot this week

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

Related Articles

Popular Categories