www.samajalive.in
Wednesday, December 10, 2025
26.1 C
Bhubaneswar

ଜିଏମୟୁରେ ମହିମା ଧର୍ମ ଉପରେ ଆଲୋଚନା ଚକ୍ର

ସମ୍ବଲପୁର: ମଙ୍ଗଳବାର ଗଙ୍ଗାଧର ମେହେର ବିଶ୍ଵ ବିଦ୍ୟାଳୟରେ ମହିମା ଧର୍ମ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କୂଳପତି ଏନ୍ ନାଗା ରାଜୁଙ୍କ ଅନୁରୋଧ ରକ୍ଷାକରି ପୂଜ୍ୟପାଦ ବ୍ରହ୍ମ୍ ଅବଧୂତ ବିରେନ୍ଦ୍ର କୁମାର ବାବା. ଚକ୍ରଧର ବାବାଙ୍କ ସହ ଗହଣରେ ଥିବା ସାଧୁ, ତ୍ୟାଗୀ ଓ ଭକ୍ତ ମାନଙ୍କୁ ନେଇ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପୂଜ୍ୟ ପାଦ ବୀରେନ୍ଦ୍ର ବାବାଙ୍କ ସ୍ୱରଚିତ ପୁସ୍ତକ ଧର୍ମରେ ରହୁ ବୋଲି ମହୀ ଓ ମହିମା ଧର୍ମ ସମୀକ୍ଷାର ନ୍ୟାୟ ପ୍ରତିମାନ ପଟେଲ ଭକ୍ତଙ୍କ ରଚିତ ଦୁଇଗୋଟି ମୂଲ୍ୟବାନ ଗ୍ରନ୍ଥ ପୂଜ୍ୟ ପାଦ ବାବା ମହୋଦୟ ପ୍ରଭୁଙ୍କୁ ଅର୍ପଣ କରି ବିଶ୍ଵବିଦ୍ୟାଳୟର କୂଳପତିଙ୍କ ଦ୍ୱ।ରା ଉନ୍ମୋଚନ ହୈଇଥିଲା।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories