www.samajalive.in
Wednesday, December 10, 2025
15.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପ୍ୟାରିସ୍‌ ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଝଟ୍‌କା.. ଇସ୍ତଫା ଦେଲେ ମେରୀ କମ୍.. ବ୍ୟକ୍ତିଗତ କାରଣ ଦର୍ଶାଇ ପଦ ଛାଡ଼ିଲେ..

ରାହୁଲଙ୍କ ବିରୋଧରେ ୨୦୧୮ ମାନହାନି ମାମଲାର ଶୁଣାଣି ଏପ୍ରିଲ ୨୨କୁ ଘୁଞ୍ଚିଲା..

- Advertisement -

ଶେୟାର ବଜାରରେ ହଇଚଇ.. ସେନସେକ୍ସ ୭୯୩ ପଏଣ୍ଟ କମିଲା..

ପ୍ରଶାନ୍ତ ଜଗଦ୍ଦେବଙ୍କ ହିଂସା ଆଚରଣ.. ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି..

ବିରୂପା ନଦୀରେ ଭାସି ଯାଇ ୨ ଯୁବକ ମୃତ.. କଟକ ଏସସିବିରେ ୨ ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର.. ୨ ଯୁବକ ଚୌଦ୍ବାର ଖୋର୍ଦ୍ଧା ସାହିର ହୋଇଥିବା ସୂଚନା..

ବେଙ୍ଗାଲୁରୁର ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲା.. ମୁଖ୍ୟ ଅଭିଯୁକ୍ତ ଓ ଷଡ଼ଯନ୍ତ୍ରକାରୀ ଗିରଫ..

ବେଙ୍ଗାଲୁରୁର ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ଓ ଷଡ଼ଯନ୍ତ୍ରକାରୀ ଗିରଫ

ପ୍ରବଳ ଗ୍ରୀଷ୍ମପ୍ରବାହ.. ଏପ୍ରିଲ ୧୭ ରୁ ୨୦ ଯାଏଁ ସାଙ୍ଘାତିକ ସ୍ଥିତି ହେବ..

ନବୀନ ନିବାସରେ କଳାକାରଙ୍କ ଭିଡ .. ବିଜେଡି ପ୍ରଚାରରେ କଳାକାରମାନେ ସାମିଲ ହେବେ.. ଏନେଇ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଳାକାରଙ୍କ ହୋଇଛି ଆଲୋଚନା..

ପୁଣି ଆପାର୍ଟମେଣ୍ଟରୁ ଚୋରି ଅଭିଯୋଗ..  ରଘୁନାଥପୁର ସ୍ପ୍ରିଙ୍ଗ ଲିଫ୍ ଆପାର୍ଟମେଣ୍ଟରୁ ଚୋରି.. ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ..

ପାହାଳ ଅଞ୍ଚଳରେ ସୁନା ଅଳଙ୍କାର ଲୁଟ୍‌‌.. ଘରେ ଶୋଇଥିବା ଲୋକଙ୍କୁ ତାଲା ପକାଇ ଲୁଟିଲେ ଦୁବୃର୍ତ୍ତ..

ଉଧମପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଘୋଷଣା.. ଜମ୍ମୁ-କାଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା, ଖୁବଶୀଘ୍ର ହେବ ବିଧାନସଭା ନିର୍ବାଚନ..

ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ ରୋକିବାକୁ ପଦକ୍ଷେପ .. ଆସନ୍ତା ୧୪ ତାରିଖରୁ ସିଂହଦ୍ୱାରରେ ୨ ଜଣ ପ୍ରତିହାରୀ ସେବକ ଜଗିବେ..

ସାରା ଦେଶରେ ହିଟ୍‌‌ୱେଭକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୀକ୍ଷା ବୈଠକ.. ହସ୍ପିଟାଲରେ ଆବଶ୍ୟକ ଔଷଧ, ତରଳ ପଦାର୍ଥ, ବରଫ ପ୍ୟାକ୍‌‌, ଓଆରଏସ ଓ ପାନୀୟ ଜଳ ମହଜୁଦ ରଖିବାକୁ ନିର୍ଦ୍ଦେଶ..
ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ..

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories