ବେଙ୍ଗାଲୁରୁର ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ଓ ଷଡ଼ଯନ୍ତ୍ରକାରୀ ଗିରଫ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାର ଅଭିଯୁକ୍ତ ଓ ଷଡ଼ଯନ୍ତ୍ରୀକାରୀ ଧରାପଡ଼ିଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ବିସ୍ଫୋରଣ ଘଟାଇଥିବା ଅଭିଯୁକ୍ତ ସହ ଜଣେ ଷଡ଼ଯନ୍ତ୍ରକାରୀକୁ ପଶ୍ଚିମବଙ୍ଗରୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ ଅବଦୁଲ ମଥିନ ତାହା ଓ ମୁସାବିର ଶାଜୀବ ହୁସୈନ ବୋଲି ଜଣାପଡ଼ିଛି। ତଦନ୍ତକାରୀ ସଂସ୍ଥା ପ୍ରଥମେ ମୁଖ୍ୟ ଅଭିଯୁକ୍ତ ମୁସାବିର ଶାଜୀବ ହୁସୈନକୁ ଚିହ୍ନଟ କରିଥିଲା, ଯିଏ କି ବିସ୍ଫୋରଣ ଘଟାଇଥିଲା। ଏହି ମାମଲାର ଅନ୍ୟତମ ଷଡ଼ଯନ୍ତ୍ରକାରୀ ଅବଦୁଲ ମଥିନ ତାହାକୁ … Continue reading ବେଙ୍ଗାଲୁରୁର ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ଓ ଷଡ଼ଯନ୍ତ୍ରକାରୀ ଗିରଫ