www.samajalive.in
Saturday, December 13, 2025
26.1 C
Bhubaneswar

ଘଣ୍ଟାଏ ଧରି ଡାଉନ ରହିବା ପରେ ପୁଣି ଚାଲିଲା ଏକ୍ସ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସ(ଟ୍ବିଟର) ଗୁରୁବାର ୧୧ ଏପ୍ରିଲରେ ଡାଉନ ହୋଇଯାଇଛି । ଏହି କାରଣରୁ ମାଇକ୍ରୋବ୍ଲଗିଂ ସାଇଟ ଟ୍ବିଟରର ହଜାର ହଜାର ଉପଭୋକ୍ତାଙ୍କୁ ମେସେଜ ଏରର ଦର୍ଶାଉଛି । ଉପଭୋକ୍ତାଙ୍କୁ ଦିଲ୍ଲୀ, ଜୟପୁର, ଲକ୍ଷ୍ନୌ, କଟକ, ଅହମଦାବାଦ, ମୁମ୍ବଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ଅନ୍ୟ ସହରର ସମେତ ସାରା ଭାରତରେ ଏହି ସମସ୍ୟା ଦେଖିବାକୁ ମିଳିଥିଲା ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories