www.samajalive.in
Friday, December 5, 2025
23.1 C
Bhubaneswar

ଆମିଷ ଖାଉନଥିଲେ ଖାଆନ୍ତୁ ଏସବୁ ଖାଦ୍ୟ: ମିଳିବ ପ୍ରଚୁର ପ୍ରୋଟିନ୍‌…

ନୂଆଦିଲ୍ଲୀ: ପ୍ରୋଟିନ୍‌ ଶରୀରକୁ ଶକ୍ତି ଯୋଗାଇବା ସହ ମାଂସପେଶୀ ବିକାଶରେ ସହାୟକ ହୋଇଥାଏ। ସେହିପରି ସ୍ନାୟୁ ଗୁଡ଼ିକୁ ଉପଯୁକ୍ତ କାର‌୍ୟ୍ୟକ୍ଷମ ରଖିବା ସହ ରୋଗପ୍ରତିଷେଧକ ଶକ୍ତି ବୃଦ୍ଧି ନିମନ୍ତେ ପ୍ରୋଟିନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ମାଂସ, ଅଣ୍ଡା ପରି ଆମିଷ ଖାଦ୍ୟରୁ ବହୁ ପରିମାଣରେ ପ୍ରୋଟିନ ରହିଥାଏ। ତେବେ ନିରାମିଷାଶୀଙ୍କ ପ୍ରୋଟିନ ଆବଶ୍ୟକତା ପୂରଣ କରିବାକୁ ମଧ୍ୟ ଏକାଧିକ ଖାଦ୍ୟ ରହିଛି। ନିରାମିଷାଶୀଙ୍କ ନିମନ୍ତେ ସୋୟାବିନ ପ୍ରୋଟିନର ଏକ ପ୍ରମୁଖ ଉତ୍ସ। ୭୦ ଗ୍ରାମ୍ ସୋୟାବିନରୁ ୩୬ ଗ୍ରାମ ପ୍ରୋଟିନ ମିଳିଥାଏ। ସୋୟାବିନ ବ୍ୟତୀତ ୧୦୦ ଗ୍ରାମ ପନିରରୁ ୧୮ ଗ୍ରାମ, ୧୦୦ ଗ୍ରାମ ବେସନରୁ ୨୨ଗ୍ରାମ ପ୍ରୋଟିନ ମିଳିଥାଏ। ଏହାବାଦ୍ ଏକ ଲିଟର କ୍ଷୀରରୁ ୩ ଗ୍ରାମ, ୧୦୦ ଗ୍ରାମ ଦହିରୁ ୧୧ ଗ୍ରାମ, ୧୦୦ ଗ୍ରାମ ବାଦାମରୁ ୨୬ ଗ୍ରାମ୍ ପ୍ରୋଟିନ ମିଳିଥାଏ। ବିଭିନ୍ନ ପ୍ରକାର ଡାଲିରୁ ମଧ୍ୟ ପର‌୍ୟ୍ୟାପ୍ତ ପ୍ରୋଟିନ ମିଳିଥାଏ। ୧୦୦ ଗ୍ରାମ ହରଡ଼ ଡାଲିରୁ ୨୨ ଗ୍ରାମ ପ୍ରୋଟିନ ମିଳିଥାଏ। ଏହା ବାଦ୍ ଅନ୍ୟ ପ୍ରକାରର ଡାଲିରୁ ମଧ୍ୟ ଭଲ ପରିମାଣରେ ପ୍ରୋଟିନ ମିଳିଥାଏ। ନିରାମିଷାଶୀମାନେ ଏସବୁ ଖାଦ୍ୟ ଖାଇ ନିଜ ପ୍ରୋଟିନ ଆବଶ୍ୟକତା ପୂରଣ କରିପାରିବେ।

ଓଜନ କମ୍‌‌ କରିବ ଅଁଳା ଜୁସ୍‌‌

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories