ଓଜନ କମ୍‌‌ କରିବ ଅଁଳା ଜୁସ୍‌‌

ନୂଆଦିଲ୍ଲୀ: ଆପଣ ମୋଟାପଣକୁ ନେଇ ଚିନ୍ତାରେ ଅଛନ୍ତି କି। ଅଁଳା ଜୁସ୍‌‌ ଆପଣଙ୍କୁ ମୋଟାପଣରୁ ଦୂରେଇ ରଖିବ। ଅଁଳା ଫଳରୁ ଜୁସ୍‌‌ ପ୍ରସ୍ତୁତ କରି ପିଅନ୍ତୁ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌‌ ସି ରହିଥାଏ। ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଆୟୁର୍ବେଦରେ ଅଁଳା ଜୁସ୍‌‌ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଅଁଳା ଜୁସ୍‌‌ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ହଜମ ପ୍ରକ୍ରିୟା ଏବଂ କେଶ ଓ ଚର୍ମକୁ ମଜବୁତ … Continue reading ଓଜନ କମ୍‌‌ କରିବ ଅଁଳା ଜୁସ୍‌‌