ପୁରୀ: ପୁରୀ ବଳଙ୍ଗା ଥାନା ସରସ୍ବତୀପୁର ଖରିଜା ସାହିର ହୋମିଓପାଥି ଡାକ୍ତରଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ। ଖରିଜା ସାହିର ରବିନ୍ଦ୍ର ନାଥ ମହାପାତ୍ରଙ୍କ ଘର କବାଟ ଭାଙ୍ଗି ଦୁର୍ବୁତ୍ତମାନେ ସୁନାଗହଣା ଲୁଟି ନେଇଛନ୍ତି। ଘର ଲୋକଙ୍କୁ ଆକ୍ରମଣ ମଧ୍ୟ କରିଛନ୍ତି। ଡକାୟତଙ୍କର ଶାବଳ ଆକ୍ରମଣରେ ରବିନ୍ଦ୍ରଙ୍କ ସ୍ତ୍ରୀ ଆହତ ହୋଇଥିବାବେଳେ ପୁଅ ଏବଂ ବୋହୂ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ବଳଙ୍ଗା ଥାନା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories


