mission shakti banner

କୁଳଡିହା ଅୟାରଣ୍ୟରେ ନିଆଁ

nua o banner

ନୀଳଗିରି: କୁଳଡିହା ଅଭୟାରଣ୍ୟରେ ନିଆଁ ଲାଗିଥିବା ସୂଚନା ମିଳିଛି। ଝରଣାଘାଟି ନିକଟ ଛତାହୁଡ଼ି ନିକଟରେ ନିଆଁ ଲାଗିଛି। ନିଆଁ ଲିଭାଇବାକୁ ଗ୍ରାମବାସୀଙ୍କ ଉଦ୍ୟମ ଜାରି ରଖିଥିବା ଜଣାପଡ଼ିଛି।

Comments are closed.