www.samajalive.in
Tuesday, December 9, 2025
16.1 C
Bhubaneswar

ଏହି ଦିଗରେ ଭୁଲ୍‌‌ରେ ମଧ୍ୟ ରଖନ୍ତୁ ନାହିଁ ଝାଡୁ..

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଝାଡୁ ରଖିବା ସମୟରେ କିଛି ଜିନିଷ ପ୍ରତି ଧ୍ୟାନ ଦେବା ନିତାନ୍ତ ଜରୁରୀ। ଝାଡୁ ସହ ଜଡିତ ଗୋଟିଏ ଭୁଲ୍‌‌ ମଧ୍ୟ ଜୀବନରେ ଅନେକ ପ୍ରଭାବ ପକାଇଥାଏ। ସୁଖଶାନ୍ତି ମଧ୍ୟ ଜୀବନରୁ ଦୂର ହୋଇଯାଏ।

ବାସ୍ତ ଅନୁଯାୟୀ, ଘରେ ଝାଡୁ କରିବା ପରେ ଝାଡୁକୁ ସଠିକ୍‌‌ ଦିଗରେ ରଖିବା ଜରୁରୀ। ଝାଡୁକୁ କଦାପି ଘରର ଉତ୍ତର-ପୂର୍ବ ଦିଗ ଐଶାନ୍ୟ କୋଣରେ ରଖନ୍ତୁ ନାହିଁ। ଉତ୍ତର-ପୂର୍ବ ଦିଗ ଐଶାନ୍ୟ କୋଣରେ ଦେବୀ-ଦେବତାଙ୍କ ଦିଗ ବୋଲି ମାନ୍ୟତା ରହିଛି।

- Advertisement -

ଏହି ଦିଗରେ ଝାଡୁ ରଖିବା ଦ୍ୱାରା ଦେବୀ-ଦେବତାଙ୍କ ଆଗମନ ହୋଇନଥାଏ ବୋଲି କୁହାଯାଏ।
ଝାଡୁକୁ ସର୍ବଦା ଘରର ଦକ୍ଷିଣ କିମ୍ବା ପଶ୍ଚିମ-ଦକ୍ଷିଣ ଦିଗରେ ରଖିବା ଉଚିତ୍‌‌।

ଏପ୍ରିଲ ୬ରେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ; ଏହି ରାଶିର ଚମକିବ ଭାଗ୍ୟ, ହେବ ଧନ ବର୍ଷା..

ଏହି ଦିଗରେ ଝାଡୁ ରଖିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇ ଧନ ବୃଦ୍ଧି ହୋଇଥାଏ। ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ମିଳିଥାଏ।

ଝାଡୁ କିଣିବା ପାଇଁ ମଙ୍ଗଳବାର ଓ ଶନିବାର ଦିନ ଖୁବ ଶୁଭ। ଏହାଦ୍ୱାରା ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତିରେ ଶୁଭ ପରିବର୍ତ୍ତନ ହୋଇଥାଏ। ଘରେ ସମ୍ପନତା ଆସିଥାଏ। ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।

ଖରା ପାଇଁ ପ୍ରଭୁ ରାମଲାଲାଙ୍କୁ ସୁନାପାତ୍ରରେ ଲଗା ଯାଉଛି ଏହି ଭୋଗ..

ଝାଡୁକୁ ସର୍ବଦା ଏପରି ସ୍ଥାନରେ ରଖନ୍ତୁ,ଯେପରି ଏହା ଉପରେ କାହାରି ନଜର ପଡିବ ନାହିଁ। ଝାଡୁକୁ ଭୁଲରେ ମଧ୍ୟ ଖଟ ତଳେ ରଖନ୍ତୁ ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories