ଖରା ପାଇଁ ପ୍ରଭୁ ରାମଲାଲାଙ୍କୁ ସୁନାପାତ୍ରରେ ଲଗା ଯାଉଛି ଏହି ଭୋଗ..

ଲଖନଉ : ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହେଉଛି। ବାଳକ ପ୍ରଭୁ ରାମଙ୍କ ଯତ୍ନ ପାଇଁ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଦିଗ ପ୍ରତି ଧ୍ୟାନ ଦିଆଯାଉଛି। ଖରାଦିନ ଆରମ୍ଭ ହେବା ମାତ୍ରେ ରାମଲାଲାଙ୍କ ଭୋଗରେ ପରିବର୍ତ୍ତନ କରାଯାଇଥିବା ଦେଖାଯାଇଛି। ଭବ୍ୟ ରାମ ମନ୍ଦିରରେ ବିରାଜିତ ପ୍ରଭୁ ରାମଲାଲାଙ୍କର ପ୍ରତ୍ୟେକ ଦିନ ଶାସ୍ତ୍ରୀୟ ବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି। ତେଣୁ ପାଗରେ ପରିବର୍ତ୍ତନ କାରଣରୁ ପ୍ରଭୁଙ୍କ … Continue reading ଖରା ପାଇଁ ପ୍ରଭୁ ରାମଲାଲାଙ୍କୁ ସୁନାପାତ୍ରରେ ଲଗା ଯାଉଛି ଏହି ଭୋଗ..