www.samajalive.in
Saturday, December 6, 2025
26.1 C
Bhubaneswar

ସକାଳ ସାଢେ ୮ଟାରେ ୩୨ ଡିଗ୍ରୀ ଟପିଲା

ଭୁବନେଶ୍ୱର: ରାଜ୍ୟରେ ବଢୁଛି ତାତି, ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହେଉଛନ୍ତି। ଶୁକ୍ରବାର ସକାଳ ସାଢେ ୮ଟା ସୁଦ୍ଧା କେନ୍ଦୁଝର ଜିଲାରେ ତାପମାତ୍ରା ୩୨ଡିଗ୍ରୀ ଟପିଛି। କେନ୍ଦୁଝର ୩୨.୬ ଡିଗ୍ରୀ, ଚାନ୍ଦବାଲି ୩୧.୬ଡିଗ୍ରୀ, ଭୁବନେଶ୍ୱର ୩୧.୨ ଡିଗ୍ରୀ, ବାଲେଶ୍ୱର ୩୦.୮ଡିଗ୍ରୀ, ଝାରସୁଗୁଡା ଓ ସମ୍ବଲପୁରରେ ତାପମାତ୍ରା ୩୦.୬ ଡିଗ୍ରୀ ହୋଇଛି। ସକାଳୁ ସକାଳୁ ପ୍ରବଳ ଖରା ସହିତ ଗୁଳୁଗୁଳି ଅନୁଭୂତ ହେଉଥିବା ଲୋକେ ହନ୍ତସନ୍ତ ହେଉଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories