www.samajalive.in
Thursday, December 11, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି..

ଅବକାରୀ ନୀତି ମାମଲା.. କେଜ୍ରିୱାଲଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ସଂରକ୍ଷିତ..

- Advertisement -

ପୁରୀରେ ଓକିଲଙ୍କୁ ବୋମା ମାଡ ସୂଚନା.. ଗୋପାଳପୁରରୁ ଜିଲ୍ଲା କୋର୍ଟକୁ ଯିବା ବେଳେ ଓକିଲ ସୁବାସ ଚନ୍ଦ୍ର ସାହୁ(୫୮)ଙ୍କ ଉପରକୁ ବୋମା ମାଡ଼.. ବୋମା ମାଡ଼ ଘଟଣାରେ ଜଣେ ଯୁବକ ଥାନାରେ ଅଟକ..

ବିଜାପୁର ଏନକାଉଣ୍ଟରରେ ୧୩ ନକ୍ସଲ ନିହତ..

ବିଜେଡିରେ ସାମିଲ ହେଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା.. ନିଜ ସମର୍ଥକଙ୍କ ସହ ଶଙ୍ଖ ଭବନରେ ଦଳରେ ଯୋଗ ଦେଲେ..

କମିଶନରେଟ ପୁଲିସ କବଜାରେ ଧରାପଡିଛନ୍ତି ୧୧ ଜଣିଆ ଏରାଗୋଲା ଗ୍ୟାଙ୍ଗ.. କରୁଥିଲେ ଲୁଟ୍‌‌..

ବିଜେପିରେ ସାମିଲ ହେଲେ ବକ୍ସର ବିଜେନ୍ଦର ସିଂହ..

ଭୃଗୁ ବକ୍ସିପାତ୍ର ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି..

ଲୋକସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧୀ..

ପ୍ରଚଣ୍ଡ ତାତିରେ ସିଝୁଛି ସାରା ଓଡିଶା.. ଗୁରୁବାରଠାରୁ ଆହୁରି ତାତି ବଢିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ.. ୬ ତାରିଖ ମଧ୍ୟରେ ୨ରୁ ୩ ଡିଗ୍ରୀ ବଢିପାରେ ଦିନ ତାପମାତ୍ରା..

ତାଇୱାନରେ ଶକ୍ତିଶାଳୀ ଭୂକମ୍ପ ଝଟକା.. ଏକାଧିକ କୋଠା ଭୁଶୁଡି ପଡିଥିବା ସୂଚନା..

ଆଠଗଡରେ ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଦମ୍ପତ୍ତିଙ୍କ ମୃତ୍ୟୁ..

ପୁରୀରେ ଚାଞ୍ଚଲ୍ୟ.. ଯୁବକଙ୍କ ଗଳାକାଟି ନଳାରେ ଫିଙ୍ଗିଲେ..

ସଉକ ମେଣ୍ଟାଇବା ଲାଗି ଚୋରି କରୁଥିଲେ ଦାମୀ ବାଇକ୍.. କେନ୍ଦୁଝରରେ ବନ୍ଧାହେଲେ ଇଞ୍ଜିନିୟରିଂ ଛାତ୍ର..

 

 

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories