www.samajalive.in
Sunday, December 14, 2025
26.1 C
Bhubaneswar

ଦକ୍ଷିଣ କୋରିଆ ସୃଷ୍ଟି କଲା କୃତ୍ରିମ ସୂର୍ଯ୍ୟ

ନୂଆଦିଲ୍ଲୀ : ଦକ୍ଷିଣ କୋରିଆ ବୈଜ୍ଞାନିକମାନେ ଅଦ୍ଭୁତ କାରନାମା କରି ଦେଖାଇଛନ୍ତି । ଦକ୍ଷିଣ କୋରିଆ ବୈଜ୍ଞାନିକମାନେ ୧୦ କୋଟି ଡିଗ୍ରୀ ସେଲସିୟସ ତାପମାତ୍ରା ସୃଷ୍ଟି କରୁଥିବା କୃତ୍ରିମ ସୂର୍ଯ୍ୟ ତିଆରି କରି ରେକର୍ଡ କରିଛନ୍ତି । ଏତେ ତାପମାତ୍ରା ଆଜି ପର୍ଯ୍ୟନ୍ତ କୌଣସି ଦେଶ ସୃଷ୍ଟି କରିବାରେ ସଫଳ ହୋଇପାରିନଥିଲେ । ଏହି ତାପମାତ୍ରା କୃତ୍ରିମ ରୂପେ ନ୍ୟୁକ୍ଲିୟର ଫ୍ୟୁଜନ ପ୍ରକ୍ରିୟା ଦ୍ବାରା ସୃଷ୍ଟି କରାଯାଇଛି । ବୈଜ୍ଞାନିକଙ୍କ କହିବାନୁସାରେ ଏହି ସଫଳତା ଭବିଷ୍ୟତରେ ଶକ୍ତି ଉତ୍ପନ ଦିଗରେ ଅନେକ ଲାଭଦାୟକ ସାବ୍ୟସ୍ତ ହେବ । କହିରଖୁଛୁ ଆମେରିକା, ଚାଇନା ଏବଂ ଫ୍ରାନ୍ସ ପୂର୍ବରୁ କୃତ୍ରିମ ସୂର୍ଯ୍ୟ ନିର୍ମାଣ କରିବା ପାଇଁ ଚେଷ୍ଟା କରୁଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories