www.samajalive.in
Sunday, December 14, 2025
26.1 C
Bhubaneswar

ରାଧାଶ୍ୟାମପୁରରେ ସ୍ୱାସ୍ଥ୍ୟସେବା ଶିବିର

ଗୁରୁଡିଝାଟିଆ: ଜେକେ ଲକ୍ଷ୍ମୀ ସିମେଣ୍ଟ କାରଖାନା ଓ ଗୋପବନ୍ଧୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଘଣ୍ଟିଖାଲ ପଞ୍ଚାୟତର ରାଧାଶ୍ୟାମପୁର ଗାଁରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଛି। ଡାକ୍ତର ବିକ୍ରମ ଷଡଙ୍ଗୀ ଓ ସେବିକାମାନେ ଆଗନ୍ତୁକ ରୋଗୀମାନଙ୍କୁ ଚିକିତ୍ସା ପରାମର୍ଶ ପ୍ରଦାନ କରିବା ସହ ମାଗଣା ଔଷଧ ବଣ୍ଟନ କରିଥିଲେ।

ଗାଁର ଶତାଧିକ ରୋଗୀ ଚିକିତ୍ସା ପରାମର୍ଶ ଓ ଔଷଧ ନେଇଥିଲେ। ନର୍ସିଂ ବିଦ୍ୟାର୍ଥୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଖୁଣ୍ଟିଆ, ଗାୟତ୍ରୀ ବାରିକ,ଶକ୍ତିସାମରିକା ରାଉତ ଓ ମାର୍ଶଲ ମୁର୍ମୁ ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ୍ୟସେବା ଶିବିରରେ ସହଯୋଗ କରିଥିଲେ। କାରଖାନାର ପାରିପାଶ୍ୱର୍ିକ ଉନ୍ନୟନ ପ୍ରବନ୍ଧକ ସୁଶୀଲ କୁମାର ରାଉତ ଓ ଗାଁର ମୁରବୀ ସନାତନ ଦାସ ଶିବିରରେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories