www.samajalive.in
Sunday, December 14, 2025
23.1 C
Bhubaneswar

ଏହି କମ୍ପାନୀରୁ ସରକାରଙ୍କୁ ମିଳିଲା ୫୫୪ କୋଟି ଟଙ୍କାର ଲାଭାଂଶ

ନୂଆଦିଲ୍ଲୀ : ସାର୍ବଜନିନ କ୍ଷେତ୍ରର କମ୍ପାନୀ ପାଓ୍ବର ଫାଇନାନ୍ସ କର୍ପୋରେସନ ଲିମିଟେଡ୍(ପିଏଫସି)ଠୁ କେନ୍ଦ୍ର ସରକାରଙ୍କୁ ଲାଭାଂଶ ରୂପେ ପ୍ରାୟ ୫୫୪ କୋଟି ଟଙ୍କା ମିଳିଛି । ଅର୍ଥମନ୍ତ୍ରାଳୟର ନିବେଶ ଏବଂ ଲୋକ ପରିସମ୍ପତ୍ତି ପ୍ରବନ୍ଧନ ବିଭାଗର ସଚିବ ତୁହିନ କାନ୍ତ ପାଣ୍ଡେୟ ସୋମବାର ଏକ୍ସରେ ପୋଷ୍ଟ କରି ଏନେଇ ସୂଚନା ଦେଇଛନ୍ତି । ପାଓ୍ବର ଫାଇନାନ୍ସ କର୍ପୋରେସନ ଲିମିଟେଡ୍ ଭାରତ ସରକାରଙ୍କ ବିଦ୍ୟୁତ ମନ୍ତ୍ରାଳୟର ଏକ ଅଂଶ ବା ସାର୍ବଜନିକ କ୍ଷେତ୍ରର କମ୍ପାନୀ । ଏହାକୁ ୧୯୮୬ ମସିହାରେ ସ୍ଥାପନ କରାଯାଇଥିଲା । ଏହା ବ୍ୟତୀତ ପିଏଫସି ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଅଲ୍ଟ୍ରା ମେଗା ପାଓ୍ବର ପ୍ଲାଣ୍ଟ(ୟୁଏମପିପି) ପାଇଁ ମୁଖ୍ୟ ଭୂମିକା ତୁଲାଉଛି ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories