www.samajalive.in
Friday, December 12, 2025
17.1 C
Bhubaneswar

ସନ୍ଧ୍ୟା ୭ଟା ମୁଖ୍ୟ ଖବର

ରେକର୍ଡ ସ୍ତରରେ ମାର୍ଚ୍ଚ ଜିଏସଟି ସଂଗ୍ରହ.. ୧.୭୮ ଲକ୍ଷ କୋଟିକୁ ବୃଦ୍ଧି..

ଭୋଜଶାଳାରେ ଏଏସଆଇ ସ‌ର୍ଭେ ଜାରି ରହିବ.. ରହିତାଦେଶ ପାଇଁ ମନାକଲେ ସୁପ୍ରିମକୋର୍ଟ..

- Advertisement -

ଆପତ୍ତିଜନକ ମନ୍ତବ୍ୟ.. ଦିଲ୍ଲୀପ-ସୁପ୍ରିୟାଙ୍କୁ ନିର୍ବାଚନ ଆୟୋଗଙ୍କ ତାଗିଦ୍.. ସତର୍କ ରହିବାକୁ ପରାମର୍ଶ..

ଦିଲ୍ଲୀ ମୁଖ୍ୟାଳୟରେ ପଦ୍ମ ଧରିଲେ ସାଂସଦ ଅନୁଭବ ମହାନ୍ତି..

ରାଜ୍ୟରେ ସବୁ ଅଙ୍ଗନବାଡି ଏବେ ସକାଳୁଆ ଖୋଲିବ.. ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି.. ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ କରିବା ପାଇଁ ନିଷ୍ପତି ନେଇଛନ୍ତି ସରକାର..

ନିର୍ବାଚନୀ ବଣ୍ଡ ନେଇ କହିଲା କଂଗ୍ରେସ – ମୋଦୀ ଦେଶକୁ ସମ୍ପୂର୍ଣ୍ଣ ମିଛ କହିଛନ୍ତି..

ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟକଳାପ ଦେଶ ପାଇଁ ଭଲ ନୁହେଁ – କେଜ୍ରିୱାଲ..

କଂଗ୍ରେସଠାରୁ ୩୫୦୦ କୋଟି ଟଙ୍କା ଆଦାୟ ପାଇଁ ଦୃଢ଼ ପଦକ୍ଷେପ ନେବନାହିଁ ଆୟକର ବିଭାଗ..

ବିଧାନସଭା ପ୍ରାର୍ଥୀ ତାଲିକାକୁ ନେଇ ବିଜେପିକୁ ଟାର୍ଗେଟ କଲା ବିଜେଡି..

ନୂଆ ଟିକସ ବ୍ୟବସ୍ଥା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତିକର ତଥ୍ୟ..

ଜେଲ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ.. ରିମାଣ୍ଡ ଅବଧି ଶେଷ ପରେ କୋର୍ଟରେ ହାଜର କରିଥିଲା ଇଡି.. ଆସନ୍ତା ୧୫ ତାରିଖରେ ନ୍ୟାୟିକ ହେପାଜତରେ ରହିବେ କେଜ୍ରିୱାଲ.. ତିହାର ଜେଲରେ ରହିବେ କେଜ୍ରିୱାଲ..

ଶ୍ରୀମନ୍ଦିରରେ ଖସାପଡା ଲାଗି ନୀତି.. ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ..

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଏଦୀ ଫେରାର.. ଭସ୍ମା ଥାନା ଅଞ୍ଚଳର ଏକ ହତ୍ୟା ଘଟଣାରେ ସଜା କାଟୁଥିଲା କଏଦୀ ଅର୍ଜୁନ..

ଜଳିଗଲା ପିଆଜ ବୋଝେଇ ଟ୍ରକ୍.. ମିଳୁନି ଡ୍ରାଇଭରଙ୍କ ପତ୍ତା.. ମୟୁରଭଞ୍ଜ ଜିଲ୍ଲା ୪୯ ନଂ ଜାତୀୟ ରାଜପଥରେ ଅଭାବନୀୟ ଘଟଣା..

ଶସ୍ତା ହେଲା କମର୍ସିଆଲ ଗ୍ୟାସ୍ ଦର.. ୩୦ ଟଙ୍କା ୫୦ ପଇସା କମିଲା, ଆଜିଠୁ ଲାଗୁ ହେବ ନୂଆ ଦର..

ରାଜ୍ୟକୁ ମାଡି ଆସୁଛି ଗ୍ରୀଷ୍ମ ପ୍ରବାହ.. ଦିନ ତାପମାତ୍ରା ବଢିବା ସହ ରାତି ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବ, ୨ରୁ ବଢିବ ତାତି..

ପଶ୍ଚିମବଙ୍ଗ ଜଳପାଇଗୁଡି ଝଡବର୍ଷାରେ ୫ ମୃତ, ଶତାଧିକ ଆହତ..

ଆଜି ଉତ୍କଳ ଦିବସ.. ୮୮ ବର୍ଷ ତଳେ ଓଡ଼ିଶାକୁ ମିଳିଥିଲା ଭାଷାଭିତ୍ତିିକ ରାଜ୍ୟ ମାନ୍ୟତା..

ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ..

ଉତ୍କଳ ଦିବସର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

ଛତିଶଗଡ ସୁକମାରେ ଏନକାଉଣ୍ଟର , ଜଣେ ନକ୍ସଲ ନିହତ..

ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ..

 

 

 

Hot this week

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

Related Articles

Popular Categories