www.samajalive.in
Thursday, December 11, 2025
14.1 C
Bhubaneswar

ଆଦିବାସୀ ସଂଗ୍ରାମୀନେତା ଉଗ୍ରସେନ ମଲିକଙ୍କ ଶ୍ରଦ୍ଧାଞ୍ଜଳି ଦିବସ

ଫୁଲବାଣୀ : କୁଇ ସମାଜ ସେବା ସମିତି, ଫୁଲବାଣୀର ମାସିକ ବୈଠକ ତଥା କନ୍ଧମାଳ ଜିଲ୍ଲାର ଆଦିବାସୀ ସଂଗ୍ରାମୀ ନେତା ଉଗ୍ରସେନ ମଲିକଙ୍କ ୪୮ତମ ଶ୍ରଦ୍ଧାଞ୍ଜଳି ଦିବସ କୁଇ ସମାଜ ସେବା ସମିତି କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ କୁଇ ଭାଷା ସାହିତ୍ୟ ସମିତି କୁଇଦିନା ସଭାପତି ଦୀନବନ୍ଧୁ କହଁରଙ୍କ ସଭାପତିତ୍ବରେ ପାଳନ କରାଯାଇଛି । ପ୍ରଥମେ ତାଙ୍କର ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ସ୍ମୃତି ଚାରଣ କରିଥିଲେ ।
ଏଥିରେ କୁଇ ସମାଜ ସେବା ସମିତି ସମ୍ପାଦକ ଅବନୀ କୁମାର କହଁର, ସହ ସମ୍ପାଦକ ଅଚ୍ୟୁତ ଜାନୀ, ନାରୀ ସମ୍ପାଦିକା ଗୀତାଞ୍ଜଳୀ କହଁର, ଷଡମୁଠା ଶାଖା ସଭା ପତି ଭାଗିରଥି କହଁର, ଫିରିଙ୍ଗିଆ ଶାଖା ସଭାପତି ମୁକୁନ୍ଦ କହଁର, ଗୁଆ ହରିଡା ଶାଖା ଶାଖା ସଭାପତି ମସ୍ତରାମ ମଲିକ, ବାରପଲ୍ଲୀଶାଖା ସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର କହଁର,ବେଲାଳସେନ କହଁର, ଭୃଙ୍ଗରାଜ କହଁର, ସରିତା କହଁର ପ୍ରମୁଖ ଯୋଗଦେଇ ଥିଲେ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories