www.samajalive.in
Thursday, December 11, 2025
23.1 C
Bhubaneswar

ଗୋରୁ ଗାଡ଼ି ଜବତ, ୨ ଗିରଫ

ଚୌଦ୍ୱାର: ଚୌଦ୍ୱାର ଥାନା ଅନ୍ତର୍ଗତ ମହିସାଲଣ୍ଡା ଗ୍ରାମ ନିକଟରୁ ଏକ ଗୋରୁ ଭର୍ତ୍ତି ଗାଡ଼ିକୁ ପୁଲିସ ଜବତ କରିବା ସହିତ ଗୋରୁ ଚାଲାଣ କରୁଥିବା ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଭଗତପୁରର ସଦମା ଖାନ୍ ଓ ମିର୍ଜା ସବ୍ୱିର ।

ପୁଲିସ ସୂଚନା ଅନୁଯାୟୀ ବେଆଈନ୍ ଗୋରୁ ଚାଲାଣ ହେଉଥିବା ବିଶେଷ ସୁତ୍ରରୁ ଖବର ପାଇଁ ଚୌଦ୍ୱାର ଥାନାର ଏକ ଦଳ ମହିସାଲଣ୍ଡା ରାସ୍ତାରେ ଜଗି ରହିଥିଲେ । ସେହି ବାଟେ ଗୋରୁ ଭର୍ତ୍ତି କରି ଯାଉଥିବା ଏକ ଟାଟା ଏସିଇ ଗାଡ଼ିକୁ ପୁଲିସ ଅଟକାଇ ସେଥିରୁ ୫ଟି ଗୋରୁଙ୍କୁ ଉଦ୍ଧାର କରିବା ସହିତ ଗାଡ଼ିଟିକୁ ଜବତ କରି ଥାନାକୁ ଆଣିଥିଲେ । ଉଦ୍ଧାର କରାଯାଇଥିବା ଗୋରୁ ସବୁକୁ ମଙ୍ଗରାଜପୁରସ୍ଥିତ ନନ୍ଦଗାଁ ଗୋଶାଳାରେ ଛାଡ଼ିଥିଲେ । ୠିରଫ ଅଭିଯୁକ୍ତମାନଙ୍କୁ ଅଦାଲତ ଚାଲାଣ କରାଯାଇଛି ।

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories