www.samajalive.in
Sunday, December 14, 2025
14.1 C
Bhubaneswar

ପର୍ଯ୍ୟଟକଙ୍କ ଗାଡିକୁ ଶୁଣ୍ଢରେ ଟେକିଦେଲା ହାତୀ, ଆଉ ତା ପରେ…

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ହାତୀର ଅନେକ ଭିଡିଓ ଭାଇରାଲ ହୋଇଥାଏ । ଏଥିରୁ କିଛି ମଜାଳିଆ ଥାଏ ତ ଆଉ କିଛି ଭିଡିଓ ସମସ୍ତଙ୍କୁ ଭୟଭୀତ କରାଇଥାଏ । ଏମିତି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ହାତୀ ପର୍ଯ୍ୟଟକଙ୍କ ଗାଡିକୁ ଧକ୍କା ଦେଉଛି । ଭିଡିଓରେ ଦେଖାଯାଉଛି କି କେମିତି ହାତୀ ଗାଡିକୁ ପକାଇବା ପାଇଁ ସମ୍ପୂର୍ଣ୍ଣ ବଳ ଲଗାଇ ଦେଉଛି ।

 

View this post on Instagram

 

A post shared by Mike Holston (@therealtarzann)

- Advertisement -

ଭିଡିଓର ଆରମ୍ଭରେ ଦେଖାଯାଉଛି କି ଗାଡିଟି ରାସ୍ତା କଡରେ ଠିଆ ହୋଇଛି ଏବଂ ସାମ୍ନାରେ ଏକ ବିଶାଳ ହାତୀ ଠିଆହୋଇଛି । କିଛି ସମୟ ପରେ ହାତୀଟି ଗାଡି ଉପରକୁ ଆକ୍ରମଣ କରିଦେଉଛି ଏବଂ ସମସ୍ତଙ୍କୁ ଖସାଇବା ପାଇଁ ଚେଷ୍ଟା କରୁଛି । ଶେଷରେ ଗାଡିଟି ପଛକୁ ଘୁଞ୍ଚି ଯାଉଛି । ଭିଡିଓଟି ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ସମସ୍ତେ ଏହାକୁ ସେୟାର କରୁଛନ୍ତି ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories