www.samajalive.in
Monday, December 8, 2025
24.1 C
Bhubaneswar

ହାର୍ଲି ଡାଭିଡସନର ଆକର୍ଷଣୀୟ ଅଫର

ନୂଆଦିଲ୍ଲୀ : ଲୋକପ୍ରିୟ ଏବଂ ଆମେରୀକିୟ ଦାମୀ ବାଇକ କମ୍ପାନୀ ହାର୍ଲି ଡାଭିଡସନରେ ଭଲ ଅଫର ରହିଛି। ହାର୍ଲି ଡାଭିନସନର ଷ୍ଟ୍ରିଟ୍‍ ୭୫୦ ବାଇକରେ କମ୍ପାନୀ ଗ୍ରାହକ ମାନଙ୍କ ପାଇଁ ରିଆତି ଦେଇଛି। ଭାରତରେ ଏହି ବାଇକର ଖୁବ ଚାହିଦା ରହିଛି। କମ୍ପାନୀ ହାର୍ଲି ଷ୍ଟ୍ରିଟ୍‍ ୭୫୦ରେ ୮୧ ହଜାର ଟଙ୍କା ଏବଂ ହାର୍ଲି ଷ୍ଟ୍ରିଟ୍‍ ରୋଡରେ ୧ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ରିଆତି ରହିଛି।
ସୂଚନାଯୋଗ୍ୟ ଯେ ହାର୍ଲି ଡାଭିଡସନ ଷ୍ଟ୍ରିଟ୍‍ ୭୫୦ର ବଜାର ମୂଲ୍ୟ ୫.୩୧ ଲକ୍ଷ୍ୟ ଟଙ୍କା ରହିଥିବାବେଳେ ହାର୍ଲି ଡାଭିଡସନ ଷ୍ଟ୍ରିଟ ରୋଡର ମୂଲ୍ୟ ୬.୫୧ ଲକ୍ଷ୍ୟ ଟଙ୍କା ରହିଛି। ନିକଟରେ ହାର୍ଲି ଡାଭିଡସନ ବିଦ୍ୟୁତଚାଳିତ ଯାନରେ ପ୍ରବେଶ କରିଛି। ଏହି ବାଇକରେ ଇକମାର ବ୍ୟବହାର କରାଯାଇଛି। କମ୍ପାନୀର ଏହି ଅଫରକୁ ଗ୍ରାହକ ଭଲଭାବରେ ଗ୍ରହଣ କରିବେ ବୋଲି କମ୍ପାନୀ ଆଶା ରଖିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories