ହରଭଙ୍ଗା : ହରଭଙ୍ଗା ଥାନା ଧଳପୁର ସ୍ଥିତ ପୂର୍ତ୍ତ ବିଭାଗ ରାସ୍ତାରେ ଥିବା ଏକ ମୁକୁଳା ଡ୍ରେନରେ ପଡ଼ି ସାଇକେଲ ଆରୋହୀ ଗୁରୁତର ଆହତ ହେବା ସହ ତାଙ୍କ ଆଖିରେ ଲୁହାଛଡ଼ ପଶି ଯାଇଥିବା ଜଣାପଡିଛି। ଆହତଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଧଳପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ବୌଦ୍ଧ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।
Popular Categories



