www.samajalive.in
Saturday, December 6, 2025
19.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଖଣ୍ଡଗିରି ଉଦୟଗିରି ମହୋତ୍ସବ ଆରମ୍ଭ ..

୬ପେଣ୍ଡାଲରେ ୧୨ ଅପେରା ନାଚିବେ..

- Advertisement -

ନୂଆଦିଲ୍ଲୀରେ ଆଜିଠାରୁ ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ..

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ଚୂଡାନ୍ତ ରଣନୀତି..

ସାଧାରଣ ନିର୍ବାଚନ ଲାଗି କେତେ ପ୍ରସ୍ତୁତ ଓଡିଶା ..

ଭୁବନେଶ୍ବରରେ ସିଇସି ରାଜୀବ କୁମାରଙ୍କ ୭ ଜଣିଆ ଟିମର ସମୀକ୍ଷା ଜାରି..

ଶନିବାର ମୁଖ୍ୟ ନିର୍ବାଚନ ଅଧିକାରୀ , ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କ ସହ କରିବେ ଆଲୋଚନା..

ଶନିବାରଠୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା: ଚଳିତବର୍ଷ କଳାରେ ୨ ଲକ୍ଷ ୩୭ ହଜାର , ବାଣିଜ୍ୟରେ ୨୬ ହଜାର ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା..

ମହାକାଶକୁ ପୁଣି ଏକ ସାଟେଲାଇଟ୍ ପଠାଇବ ଇସ୍ରୋ: ଉତକ୍ଷେପଣ ହେବ ଇନସାଟ୍-3DS ସାଟେଲାଇଟ୍..

ରୁଷ୍‌ରେ ଆଲୋଡ଼ନ: ଜେଲ୍‌ରେ ବିରୋଧୀ ଦଳ ନେତା ନାଭାଲ୍‌ନିଙ୍କ ସନ୍ଦେହଜନକ ମୃତ୍ୟୁ..

ପାଟଣାଗଡ: ଗୋଟିଏ ପରିବାରର ୫ ମୃତ..

ବେଲପଡା କାନୁଟିରେ ପୋଡି ହୋଇ ୪ଜଣଙ୍କ ମୃତ୍ୟୁ..

ପରିବାରର ୪ଜଣଙ୍କୁ ହରାଇ ମ୍ରିୟମାଣ ୧୯ବର୍ଷ ପୁଅର ଆତ୍ମହତ୍ୟା..

ଆଲେକ୍ସି ନାଭାଲ୍‌ନିଙ୍କ ମୃତ୍ୟୁ ଲାଗି ପୁଟିନ୍‌ ଦାୟୀ: ଜୋ ବାଇଡେନ୍‌..

ସମ୍ବଳପୁରରେ ପିକଅପ୍ ଭ୍ୟାନ୍ ଓଲଟି ୫ ଆହତ..

ବୌଦ୍ଧ କଣ୍ଟାମାଳ ରେଞ୍ଜ ଖୁଣ୍ଟିଗୋରା ଛକରୁ କେନ୍ଦୁ କାଠ ଜବତ, ଦୁଇ ଗିରଫ..

ଏମକେସିଜି ମେଡିକାଲ କଲେଜରେ ଛାତ୍ର ରାଗିଂ ଘଟଣା: ୪ ସିନିୟର୍‌ ଛାତ୍ରଙ୍କୁ କ୍ୟାମ୍ପସରୁ ବ୍ୟାନ୍..

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories