www.samajalive.in
Sunday, December 14, 2025
26.1 C
Bhubaneswar

ମିଳିଲା ‘ପଇସା ଗଛ’, ଯିଏ ପାରୁଛି ସିଏ ନେଉଛି…

ନୂଆଦିଲ୍ଲୀ : କୁହାଯାଏ ପଇସା ଗଛରେ ଫଳେନି । କିନ୍ତୁ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ଚକିତ କରୁଛି । ଭିଡିଓରେ ପଇସାର ଏକ ଗଛ ନଜର ଆସୁଛି ଏବଂ ସମସ୍ତେ ଏଥିରୁ ପଇସା ନେଉଥିବା ଦେଖିବାକୁ ମିଳୁଛି ।

- Advertisement -

ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରାଯାଇଛି । ଏଥିରେ କିଛି ଲୋକ ଗଛରୁ ପଇସା ବାହାର କରୁଥିବା ନଜର ଆସୁଛି । ଏହି ଦୃଶ୍ୟ ବିହାରର ବୋଲି କୁହାଯାଉଛି । ତେବେ ଏହି ଦୃଶ୍ୟର ସତ୍ୟତା କିଛି ଅଲଗା । ଏହି ଗଛର ମାନ୍ୟତା ରହିଛି କି ଏହା ତଳେ ପଇସା ଲଗାଇଲେ ସମସ୍ତଙ୍କ ମନୋକାମନା ପୂର୍ଣ୍ଣ ହୋଇଥାଏ । ଏହି କାରଣରୁ ଲୋକମାନେ ଅନେକ ବର୍ଷ ଧରି ଏହା ମୂଳରେ ପଇସା ପୋତି ଆସୁଛନ୍ତି ।

ତେବେ ଏହି ଗଛ ସାରା ପଇସା ଭର୍ତ୍ତି ହୋଇଛି । ଭିଡିଓଟି ସେୟାର ହେବା ପରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି । ସମସ୍ତେ କହୁଛନ୍ତି କି ଶେଷରେ ପଇସା ଗଛ ମିଳିଗଲା । ତେବେ ଅନ୍ୟ କିଛି ଲୋକ କହୁଛନ୍ତି କି ମନୋକାମନା ପୂର୍ଣ୍ଣ ପାଇଁ ପୋତାଯାଇଥିବା ପଇସାକୁ କାଢିବା ଦ୍ବାରା ପାପ ହୋଇଥାଏ ।

 

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories