www.samajalive.in
Monday, December 8, 2025
24.1 C
Bhubaneswar

ବିଶ୍ବ ଚମ୍ପିଆନଙ୍କୁ ହରାଇ ଇତିହାସ ରଚିଲେ ପ୍ରଜ୍ଞାନନ୍ଦ; ସାଜିଲେ ୧ ନମ୍ବର ଭାରତୀୟ ଗ୍ରାଣ୍ଡମାଷ୍ଟର

ନୂଆଦିଲ୍ଲୀ: ଭାରତୀୟ ଚେସ୍ ତାରକା ରମେଶବାବୁ ପ୍ରଜ୍ଞାନନ୍ଦ ପୁଣି ଥରେ ଚମତ୍କାର ପ୍ରଦର୍ଶନ କରି ଦେଶର ନାଁ ଉଜ୍ଜ୍ଵଳ କରିଛନ୍ତି। ମଙ୍ଗଳବାର ଟାଟା ଷ୍ଟିଲ ଚେସ୍‌ ପ୍ରତିଯୋଗିତାରେ ବିଶ୍ବ ଚମ୍ପିଆନ୍‌ ଡିଙ୍ଗ୍‌ ଲିରେନଙ୍କୁ ପରାସ୍ତ କରି ଇତିହାସ ରଚିଛନ୍ତି ପ୍ରଜ୍ଞାନନ୍ଦ। ଏହି ବିଜୟ ସହିତ ସେ ପ୍ରଖ୍ୟାତ ଚେସ୍ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ ଆନନ୍ଦଙ୍କୁ ପଛରେ ପକାଇ ୧ ନମ୍ବର ଭାରତୀୟ ଗ୍ରାଣ୍ଡମାଷ୍ଟର ପାଲଟିଛନ୍ତି। ଡିଙ୍ଗ୍‌ଙ୍କୁ ପ୍ରଜ୍ଞାନନ୍ଦ ୪ର୍ଥ ରାଉଣ୍ଡରେ ହରାଇଛନ୍ତି।

ମଙ୍ଗଳବାର ରାତିରେ ରେକର୍ଡ ହୋଇଥିବା ଏହି ବିଜୟ ପରେ ୧୮ ବର୍ଷୀୟ ପ୍ରଜ୍ଞାନନ୍ଦଙ୍କ ରେଟିଂ ପଏଣ୍ଟ ୨୭୪୮.୩ ହୋଇଯାଇଛି, ଯାହାକି ଫିଡେ ଲାଇଭ ରେଟିଂରେ ପାଞ୍ଚ ଥରର ବିଶ୍ୱ ଚମ୍ପିଆନ୍‌ ବିଶ୍ୱନାଥନ ଆନନ୍ଦଙ୍କ ୨୭୪୮ ପଏଣ୍ଟରୁ ଅଧିକ। ବିଶ୍ୱ ଚେସ୍‌ର ସର୍ବୋଚ୍ଚ ସଂସ୍ଥା ପ୍ରତ୍ୟେକ ମାସ ଆରମ୍ଭରେ ରେଟିଂ ପ୍ରକାଶ କରେ।

- Advertisement -

 

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories