www.samajalive.in
Saturday, December 13, 2025
26.1 C
Bhubaneswar

ବାହାଘର ପାଇଁ ଏମିତି କହିଲେ ଭାଇଜାନ୍‌‌

ମୁମ୍ବଇ : ବଲିଉଡ୍‌‌ର ଭାଇଜାନ୍‌‌ ସଲମାନ ଖାନଙ୍କ ବିବାହ ସର୍ବଦା ଚର୍ଚ୍ଚାରେ ରହି ଆସିଛି। ଏହା ମଧ୍ୟରେ ବାହାଘର ପାଇଁ ସଲମାନ ଖାନ କ’ଣ କହିଛନ୍ତି, ତାହାର ଏକ ଭିଡିଓ ଏବେ ଖୁବ୍‌‌ ଭାଇରାଲ ହେଉଛି। ବର୍ତ୍ତମାନ ସମୟରେ ସଲମାନଙ୍କ ସବୁଠାରୁ ଚର୍ଚ୍ଚିତ ଓ ଲୋକପ୍ରିୟ ଶୋ’ ବିଗ୍‌‌ ବସ୍‌‌ ୧୭କୁ ପ୍ରଶଂସକ ବେଶ ପ୍ରସନ୍ଦ କରୁଛନ୍ତି। ବିଗ୍‌‌ ବସ୍‌‌ର ଏକ ଏପିସୋଡ୍‌‌ର ଭିଡିଓ ଏବେ ଖୁବ୍‌‌ ଭାଇରାଲ୍‌‌ ହେଉଛି। ଯେଉଁଥିରେ ସଲମାନ ଅଭିନେତ୍ରୀ ତବୁଙ୍କ ସହ ବିବାହ ବିଷୟରେ କଥା ହେଉଛନ୍ତି। ସେହି ସମୟରେ ତବୁ କହିଛନ୍ତି, ଆମେ ତ ବାହା ହେଉ ନାହୁଁ। ଆମ ଭାଗରେ ଥିବା ବିବାହର ରୀତିନୀତି ମଧ୍ୟ ଅନ୍ୟମାନଙ୍କ ଦ୍ୱାରା କରାଉଛୁ। ସେହି ସମୟରେ ସଲମାନ ମଜାର ସହ କହିଛନ୍ତି, ମୁଁ ତ ନିଶ୍ଚୟ ବାହା ହେବି। ମୁଁ ହୁଇଲ୍‌‌ ଚେୟାରରେ ବସି ବାହା ହେବି। ଏହାପରେ ନିଆଁକୁ ଡେଇଁ ପଡିବି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories