www.samajalive.in
Thursday, December 11, 2025
23.1 C
Bhubaneswar

ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ

ଡେସ୍କ: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ ଖେଳାଯିବ। ଜୋହାନ୍ସବର୍ଗରେ ଭାରତୀୟ ସମୟ ଅପରାହ୍ନ ୧.୩୦ରେ ଖେଳାଯିବ। ଟି୨୦ ଶୃଙ୍ଖଳା ବରାବରରେ ଶେଷ ହେବା ପରେ ଏବେ ଦୁଇ ଦଳର ନଜର ଦିନିକିଆ ଶୃଙ୍ଖଳା ଉପରେ ରହିଛି।

ଆଇଡାନ ମାର୍କରାମଙ୍କ ନେତୃତ୍ବାଧିନ ଘରୋଇ ଦକ୍ଷିଣ ଆଫ୍ରିକା ଦଳ​ରେ ମାର୍କରାମଙ୍କ ସହ ଡେଭିଡ଼ ମିଲର, ରିଜା ହେଣ୍ଡ୍ରିକ୍‌ସ, ହେନରିଚ କ୍ଲାସେନ, ରାଶି ଭାନ ଡାର ଡୁସେନ, ଟୋନି ଜି ଜୋର୍ଜି, କାଏଲ ଭେରେିନ୍‌, ଲିଜାର୍ଡ ୱିଲିୟମ୍‌ସ, ତାବରିଜ୍‌ ସାମ୍‌ସି,କେଶବ ମହାରାଜ, ଓଟିନେଲ ବାର୍ଟମାନ, ୱିୟାନ ମୁଲଡର ଓ ଆଣ୍ଡିଲେ ଫେଲୱାୟୋ ରହିଛନ୍ତି।

- Advertisement -

ଲୋକେଶ ରାହୁଲଙ୍କ ନେତୃତ୍ବାଧିନ ଭାରତୀୟ ଦଳରେ ଋତୁରାଜ ଗାଏକ୍ବାର୍ଡ, ଶ୍ରେୟାସ ଆୟର, ରିଙ୍କୁ ସିଂହ, ତିଲକ ବର୍ମା ରହିଛନ୍ତି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories