www.samajalive.in
Thursday, December 11, 2025
15.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଫେବୃୟାରୀ ୧୫ରୁ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା.. କାର୍ଯ୍ୟସୂଚୀ ପ୍ରକାଶ କଲା ସିବିଏସଇ..

ସାଧାରଣତନ୍ତ୍ର ଦିବସରେ ଯୋଗ ଦେଇନପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ.. ଗଣତନ୍ତ୍ର ଦିବସରେ ବାଇଡେନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥାନ୍ତେ.. କିନ୍ତୁ ସେ ଭାରତ ଗସ୍ତ କରିନପାରନ୍ତି ବୋଲି ସୂଚନା ମିଳୁଛି..

- Advertisement -

ସରକାରୀ ବଙ୍ଗଳା ଖାଲି କରିବାକୁ ଟିଏସମି ସାଂସଦ ମହୁଆ ମୈତ୍ରଙ୍କୁ ନୋଟିସ୍..

ଭଜନଲାଲ ଶର୍ମା ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ.. ବିଧାୟକ ଦଳ ବୈଠକରେ ଭଜନଲାଲ ଶର୍ମାଙ୍କ ନାମକୁ ମିଳିଛି ଅନୁମୋଦନ.. ବାଚସ୍ପତି ହେବେ ବାସୁଦେବ ଦେବନାନୀ..

ଛତିଶଗଡ଼ ଓ ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ରହିବେ ଦୁଇ ଉପମୁଖ୍ୟମନ୍ତ୍ରୀ.. ଦିୟା କୁମାରୀ ଓ ପ୍ରେମଚାନ୍ଦ ବୈରୱାଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ବ..

କେରଳ ରାଜ୍ୟପାଳଙ୍କ ସଙ୍ଗୀନ ଅଭିଯୋଗ.. ମୁଖ୍ୟମନ୍ତ୍ରୀ ମୋତେ ମାରିବାକୁ ଗୁଣ୍ଡା ପଠାଇଥିଲେ..

ଡିସେମ୍ବରରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

ରାଜଧାନୀରେ ଲୁଟେରାଙ୍କ ଟାର୍ଗେଟରେ ଆପାର୍ଟମେଣ୍ଟ.. ପୁଣି ଲୁଟିଲେ ସୁନାଗହଣା,ଟଙ୍କା..

ରାଜ୍ୟରେ ବଢୁଛି ଶୀତ.. କେନ୍ଦୁଝର ସବୁଠାରୁ ଥଣ୍ଡା ସହର..

ସମ୍ବଲପୁର : ବୋରୱେଲ ଗାତ ଭିତର ନବଜାତ.. ଚାଲିଛି ଉଦ୍ଧାରକାର୍ଯ୍ୟ..

ପାକିସ୍ତାନ ସେନା କ୍ୟାମ୍ପରେ ବଡ଼ ଧରଣର ବିସ୍ଫୋରଣ.. ୨୩ ଜଣଙ୍କ ମୃତ୍ୟୁ ସୂଚନା..

ଝାରପଡା ଜେଲରୁ ବାହାରିଲେ ହନିଟ୍ରାପ କୁଇନ୍‌‌ ଅର୍ଚ୍ଚନା ନାଗ.. ୧୪ ମାସ ପରେ ଜେଲ୍‌‌ରୁ ବାହାରି କହିଲେ କୋର୍ଟଙ୍କ ଉପରେ ଭରସା ଅଛି..

ତଦନ୍ତରେ ସହଯୋଗ କରିବି..

ଭଦ୍ରକ : ବିଦ୍ୟୁତ ଖୁଣ୍ଟକୁ ପିଟିଲା କାର୍‌‌ ୨ ମୃତ, ୨ ଗୁରୁତର..

ବଲାଙ୍ଗୀର : ୬ ଦିନ ଧରି ଲଗାତାର ଚଢାଉ ପରେ ସୁଦପଡା ମଦଭାଟି ଛାଡିଲେ ଆଇଟି ଅଧିକାରୀ.. ମଦଭାଟିର ୨ ମ୍ୟାନେଜରଙ୍କୁ ଅଜଣା ସ୍ଥାନରେ ଆଇଟି ପକ୍ଷରୁ କରାଯାଉଛି ଜେରା..

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories