ରାଜ୍ୟରେ ବଢୁଛି ଶୀତ; କେନ୍ଦୁଝର ସବୁଠାରୁ ଥଣ୍ଡା ସହର
ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ। ୧୦ ଡିଗ୍ରୀ ତଳେ ୨ ସହରର ତାପମାତ୍ରା ରେକର୍ଡ କରାଯାଇଛି। ୯.୪ ଡିଗ୍ରୀ ତାପମାତ୍ରା ସହ କେନ୍ଦୁଝର ସବୁଠାରୁ ଥଣ୍ଡା ସହର। ଦାରିଙ୍ଗବାଡି ରାତି ତାପମାତ୍ରା ୯.୫ ଡିଗ୍ରୀ ରେକର୍ଡ କରାଯାଇଛି। କଟକ ୧୪.୫,ଭୁବନେଶ୍ୱର ତାପମାତ୍ରା ୧୪.୬ ଡିଗ୍ରୀ ରେକର୍ଡ କରାଯାଇଛି।
ପ୍ରମୁଖ ରାତ୍ରି ତାପମାତ୍ରା pic.twitter.com/dCt9Y0OeH5
— Meteorological Centre, Bhubaneswar (@mcbbsr) December 12, 2023
Comments are closed.