www.samajalive.in
Monday, December 8, 2025
24.1 C
Bhubaneswar

ଆମେ ସଫଳତାର ନିକଟତର, ଆଉ ୨ ମିଟର ବାକି: ଏନଡିଏମଏ ସଦସ୍ୟ

ଉତ୍ତରକାଶୀ: ଦୀପାବଳି ଦିନଠାରୁ ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲରେ ଫସିଥିବା ୪୧ ଜଣ ଶ୍ରମିକ ଯେକୌଣସି ମୁହୂର୍ତ୍ତରେ ବାହାରକୁ ବାହାରିପାରନ୍ତି। ଟନେଲ ଭିତରେ ମେଡିକାଲ ଟିମ୍‌ ପହଞ୍ଚି ସାରିଛି ଏବଂ ସେଠାରେ ଅସ୍ଥାୟୀ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି। ଶ୍ରମିକଙ୍କ ପରିବାର ସଦସ୍ୟ ମଧ୍ୟ ଟନେଲ୍‌ ନିକଟରେ ଅପେକ୍ଷା କରି ରହିଛନ୍ତି। ଇତି ମଧ୍ୟରେ ଏନଡିଏମଏ ସଦସ୍ୟ ଲେଫ୍ଟନାଣ୍ଟ ଜେନେରାଲ(ଅବସରପ୍ରାନ୍ତ) ସୈୟଦ ଅତା ହସମ୍ୟାନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆମେ ସଫଳତାର ଖୁବ୍‌ ନିକଟତର। ଏବେ ଆଉ ୨ ମିଟର ଖନନ ବାକି ଅଛି। ଆମେ ୫୮ ମିଟର ଖନନ କାର୍ଯ୍ୟ ଶେଷ କରିସାରିଲୁଣି। ଭିତରେ ଫସି ରହିଥିବା ଶ୍ରମିକମାନେ କହିଛନ୍ତି ଯେ, ସେମାନେ କାର୍ଯ୍ୟର ଶବ୍ଦ ଶୁଣିପାରୁଛନ୍ତି।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories