www.samajalive.in
Saturday, December 13, 2025
26.1 C
Bhubaneswar

୨ କାର୍‌‌ ମୁହାଁମୁହିଁ ଧକ୍କା ; ୫ ମୃତ

ଚୁରୁ : ରାଜସ୍ଥାନର ଚୁରୁ ଜିଲାର ସରଦାର ସହରର ଗାଁ ଭାଦାସରରେ ୨ଟି କାର୍‌‌ ପରସ୍ପର ମଧ୍ୟରେ ଧକ୍କା ହୋଇ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି। ୪ ଜଣ ଗୁରୁତର ହୋଇଛନ୍ତିା ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାସ୍ତାରେ ଡିଭାଇଡର ଓ ଲାଇଟ୍‌‌ ନଥିବା କାରଣରୁ ଏହି ଦୁର୍ଘଟଣେ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ସୂଚନା ଯୋଗ୍ୟ, ରାଜସ୍ଥାନର ଚୁରୁ ଜିଲାର ସରଦାର ସହରର ଗାଁ ଭାଦାସରରେ ୨ଟି କାର୍‌‌ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ସମୟରେ କାରରେ ପ୍ରାୟ ୧୦ ଜଣ ଯାତ୍ରା କରୁଥିଲେ। ଗୋଟିଏ କାର୍‌‌ରେ ଥିବା ଯାତ୍ରୀ ଏକ ବିବାହ ସମାରୋହରେ ଯୋଗ ଦେଇ ଫେରୁଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories