www.samajalive.in
Thursday, December 11, 2025
15.1 C
Bhubaneswar

ରାଷ୍ଟ୍ରପତିଙ୍କ ଆଗମନ ପାଇଁ ଭିମସାରରେ ପ୍ରସ୍ତୁତି

ବୁର୍ଲା : ମଙ୍ଗଳବାର ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ବୁର୍ଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବୁର୍ଲା ସହରର ଚଳଚଞ୍ଚଳ ହୋଇ ଉଠିଛି । ଅନେକ ମହଲରେ ଏହାକୁ ନେଇ ଉତ୍ସୁକତା ଲାଗି ରହିଥିବା ବେଳେ ସୁରକ୍ଷା ବ୍ୟବସ୍ତାକୁ ନେଇ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି। ଏହାକୁ ନେଇ ବୁର୍ଲା ଭିମସାର ହସପିଟାଲ ମଧ୍ୟ ନିଜକୁ ପ୍ରସ୍ତୁତ ରଖିଥିବା ଦେଖିବାକୁ ମିଳିଛି । ଭିମସାରର ମେଡ଼ସିନ ବିଭାଗରେ ଥିବା ଜୀବନରକ୍ଷକ ଭେଣ୍ଟିଲେଟର ଯୁକ୍ତ ଆଇସିୟୁକୁ ମଧ୍ୟ ସମ୍ପୁର୍ଣ୍ଣ ପ୍ରସ୍ତୁତ କରି ରଖାଇଛି । ଏହା ସହିତ ଭିମସାର ହସପିଟାଲର ମସ୍ତିଷ୍କଶଲ୍ୟ ଉକୃଷ୍ଟ ଅସ୍ତ୍ରୋପଚାର କକ୍ଷକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି।

ଭିମସାର ହସପିଟାଲ ଅଧିକ୍ଷକ ପ୍ରଫେସର ଲାଲମୋହନ ନାୟକ କହିଛନ୍ତି, ଏକ ସ୍ୱତନ୍ତ୍ର ଡ଼ାକ୍ତରୀ ଦଳ ଜୀବନରକ୍ଷକ ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲାନସ ଦୁଇଟି ବ୍ୟବସ୍ଥିତ କରାଯାଇଛି ଏହା ଏମସିଏଲ ଜାଗୃତିବିହାର ସ୍ଥିତ ହେଲିପେଡ଼ରୁ ମହାମହିମ ରାଷ୍ଟ୍ରପତିଙ୍କ କାରକେଡ଼ ସହିତ ରହିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories