www.samajalive.in
Saturday, December 13, 2025
26.1 C
Bhubaneswar

କ୍ରିକେଟ ବିଶ୍ବକପ : ବିରାଟ ଶ୍ରେଷ୍ଠ ରନ୍‌ ସ୍କୋରର, ସାମି ଶ୍ରେଷ୍ଠ ୱିକେଟ ହାସଲକାରୀ

ଅହମ୍ମଦାବାଦ୍‌  : ଚଳିତ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରେ ଭାରତର ତାରକା ବ୍ୟାଟ୍‌ସମ୍ୟାନ ବିରାଟ କୋହଲି ସର୍ବାଧିକ ୭୬୫ ରନ କରିଛନ୍ତି । ବିରାଟ ୧୧ଟି ମ୍ୟାଚରୁ ୩ଟି ଶତକ ଓ ୬ଟି ଅର୍ଦ୍ଧଶତକ ସହ ୭୬୫ରନ କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ୧୧୭ରନ ସର୍ବାଧିକ ସ୍କୋର ରହିଥିଲା। ସେହିପରି ବାଂଲାଦେଶ ବିପକ୍ଷରେ ୧୦୩ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦୧ରନ କରିଥିଲେ। ବୋଲିଂରେ ମହମ୍ମଦ ସାମି ସର୍ବାଧିକ ୨୪ଟି ୱିକେଟ ନେଇଛନ୍ତି। ସାମି ନ୍ୟୁଜିଲାଣ୍ଡ ବିପକ୍ଷରେ ୭ଟି ୱିକେଟ ନେଇଥିଲେ।

ଶ୍ରେଷ୍ଠ ବ୍ୟାଟସ୍‌ମ୍ୟାନ : ବିରାଟ କୋହଲି, ଭାରତ (୭୬୫ ରନ୍‌)
ସର୍ବାଧିକ ୱିକେଟ : ମହମ୍ମଦ ସାମି, ଭାରତ (୨୪ ୱିକେଟ)
ପ୍ଲେୟାର ଅଫ୍‌ ଦି ଫାଇନାଲ : ଟ୍ରାଭିସ୍‌ ହେଡ୍‌, ଅଷ୍ଟ୍ରେଲିଆ
 ପ୍ଲେୟାର ଅଫ୍‌ ଦି ସିରିଜ୍‌ : ବିରାଟ କୋହଲି, ଭାରତ

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories