www.samajalive.in
Thursday, December 11, 2025
13.1 C
Bhubaneswar

ଦୀପାବଳିରେ ଅଘଟଣ; ନିଆଁ ଲାଗି ଦୋକାନ ଭସ୍ମୀଭୂତ

କଣ୍ଟାବାଞ୍ଜି: ସମଗ୍ର ଦେଶରେ ରବିବାର ଦୀପାବଳି ବଡ ହର୍ଷ ଉଲ୍ଲାସ ସହ ପାଳନ କରାଯାଇଛି। କଣ୍ଟାବାଞ୍ଜି ସହରରେ ମଧ୍ୟ ଦୀପାବଳି ଉତ୍ସବ ବେଶ୍‌ ଧୁମଧାମରେ ପାଳନ କରାଯାଇଛି। କିନ୍ତୁ ଏହି ହର୍ଷୋଲ୍ଲାସ ସମୟରେ ୱାର୍ଡ ନମ୍ବର ୮, ଗହନ୍ତିଆପଡ଼ାରେ ଜଣେ ଫୁଲ ବିକାଳୀ ଦୋକାନରେ ନିଆଁ ଲାଗିଯାଇଥିଲା।

ସୂଚନା ଅନୁସାରେ, ଦୋକାନରେ ସର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି। ଦୋକାନରେ ନିଆଁ ଲାଗିବା କ୍ଷଣି ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଘଟଣାରେ ପ୍ରାୟ ୧ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି। ଅଗ୍ନିଶମ ବାହିନୀ ଠିକ୍ ସମୟରେ ପହଞ୍ଚି ନିଆଁ ଉପରେ ଆୟତ୍ତ କରିବାରୁ ବଡ ଅଘଟଣକୁ ଟାଳି ଦିଆଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories