www.samajalive.in
Saturday, December 6, 2025
19.1 C
Bhubaneswar

ଧନତେରସ : କିଣନ୍ତୁ ନାହିଁ କାଚ ତିଆରି ଜିନିଷ..

ଧନତେରସ ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ। ଏହା ଦୀପାବଳିର ୨ ଦିନ ପୂର୍ବରୁ ପାଳନ ହୋଇଥାଏ। ଆଜି ନଭେମ୍ବର ୧୦ ଧନତେରସ। ଏହି ଦିନ ବିଶେଷ ଭାବେ ମା’ଲକ୍ଷ୍ମୀ ଓ ଭଗବାନ କୁବେର ଓ ଧନ୍ୱନ୍ତରୀଙ୍କ ପୂଜା କରାଯାଏ। ଘରେ ଧନସମ୍ପତ୍ତି ଓ ସୁଖସମୃଦ୍ଧି ବୃଦ୍ଧି ପାଇଁ ଏହି ଦିନ ଘରେ ବିଶେଷ ଭାବେ ପୂଜାର୍ଚ୍ଚନା ମଧ୍ୟ କରାଯାଏ। ଧନତେରସରେ ସୁନା,ଚାନ୍ଦି ସହ ଅନ୍ୟାନ୍ୟ ଜିନିଷ କିଣିବାର ପରମ୍ପରା ରହିଛି। ମାତ୍ର ଜାଣନ୍ତୁ ଏହି ଦିନ କେଉଁ ଜିନିଷ କିଣିବେ ନାହିଁ..
ଧନତେରସ ଦିନ ଆଲୁମିନିୟମ କିମ୍ବା ଷ୍ଟିଲ ତିଆରି ଜିନିଷ କିଣିବା ଶୁଭଙ୍କର ନୁହେଁ। ମାନ୍ୟତା ଅନୁଯାୟୀ ଏହି ଦିନ ଏସବୁ ଜିନିଷ କିଣିବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି।
ଧନତେରସ ଦିନ ପ୍ଲାଷ୍ଟିକ୍‌‌ ଜିନିଷ କିଣିବା ମଧ୍ୟ ଶୁଭଙ୍କର ନୁହେଁ। ଏହାଦ୍ୱାରା ଘରେ ଧନର ଅଭାବ ସହ ଅଯଥା ଖର୍ଚ୍ଚ ଲାଗି ରହିଥାଏ।
ଏହିଦିନ କାଚରେ ତିଆରି କୌଣସି ଜିନିଷ କିଣନ୍ତୁ ନାହିଁ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories