www.samajalive.in
Friday, December 12, 2025
19.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଡିସେମ୍ବର ୧ରୁ ସାରା ରାଜ୍ୟରେ ବସ୍‌‌ ଧର୍ମଘଟ.. ଘରୋଇ ମାଲିକ ସଂଘର ନିଷ୍ପତ୍ତି..

ଆଜି ବନକଲାଗି ନୀତି .. ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ..

- Advertisement -

ଜଗମୋହନ ମରାମତି ମାମଲା ; ଏଏସଆଇର ସତ୍ୟପାଠ ଅଗ୍ରାହ୍ୟ କଲେ ହାଇକୋର୍ଟ..

ଓଲିଉଡ଼ ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ଜାମିନ..

ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂହ..

ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଦେଲେ ଇସ୍ତଫା ପତ୍ର..

ଭିଜିଲାନ୍ସ ଜାଲରେ ଫସିଲେ ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ୱବନ୍ଧୁ ପାଣିଗ୍ରାହୀ..

ରାୟଗଡା ଜିଲାରୁ ଜବତ ହେଲା ଦୁଇଟି ବାଘଛାଲ.. ଦୁଇ ଗିରଫ..

ଜଗତସିଂହପୁର ତିର୍ତ୍ତୋଲରେ ବୀଭତ୍ସ ହତ୍ୟାକାଣ୍ଡ.. ଜଣେ ମୃତ..

ଢେଙ୍କାନାଳ ହିନ୍ଦୋଳ ରେଞ୍ଜରେ ଏକ ଦନ୍ତା ହାତୀର ମୃତଦେହ ଠାବ..

ମୃତ୍ୟୁର କାରଣ ଅସ୍ପଷ୍ଟ..

ଦିଲ୍ଲୀରେ ପ୍ରଦୂଷଣ ଅପରିବର୍ତ୍ତିତ..

ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ଉପରେ..

ପ୍ରଦୂଷଣ ରୋକିବାକୁ ଅଡ୍‌‌-ଇଭିନ୍‌‌ ଫର୍ମୁଲା ଲାଗୁ ପାଇଁ ଘୋଷଣା..

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories