www.samajalive.in
Sunday, December 14, 2025
26.1 C
Bhubaneswar

‘ହେଲ୍‌ଥଭିଲେ’ର ସିଟି ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର  : ପ୍ରାକୃତିକ ଚିକିତ୍ସା କେନ୍ଦ୍ର ହେଲ୍‌ଥଭିଲେର ସିଟି ସେଣ୍ଟର ଜୟଦେବବିହାରରେ ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ ଉଦ୍‌ଘାଟନ କରିଥିଲେ। ଭୁବନେଶ୍ୱର ବାରଙ୍ଗସ୍ଥିତ ଭାଲୁଙ୍କା ଅଞ୍ଚଳର ମନୋରମ ପ୍ରାକୃତିକ ପରିବେଶରେ ଅବସ୍ଥିତ ହେଲ୍‌ଥଭିଲେ, ଇଷ୍ଟର୍ଣ୍ଣ ଇଣ୍ଡିଆର ସର୍ବୋତ୍ତମ ପ୍ରାକୃତିକ ଚିକିତ୍ସା କେନ୍ଦ୍ର ଭାବରେ ଜନପ୍ରିୟ ହୋଇପାରିଛି। ଉଚ୍ଚମାନର ବିଜ୍ଞ ଏବଂ ଅଭିଜ୍ଞ ନାଚ୍ୟୁରୋପାଥିକ୍‌ ବିଶେଷଜ୍ଞ ଏଠାରେ ଚିକିତ୍ସା କରୁଛନ୍ତି। କୌଣସି ପାର୍ଶ୍ବ ପ୍ରତିକ୍ରିୟା ବିନା କ୍ରୋନିକ୍‌ ଏବଂ ମାରାତ୍ମକ ରୋଗର ଅତ୍ୟାଧୁନିକ ନାଚ୍ୟୁରୋପାଥିକ୍‌ ଚିକିତ୍ସା ଏଠାରେ ଉପଲବ୍ଧ। ହେଲ୍‌ଥଭିଲେର ଚେୟାରମ୍ୟାନ୍‌ ଡ. ସତ୍ୟବ୍ରତ ମୀନକେତନ କହିଛନ୍ତି ଯେ, ‘ଜନସାଧାରଣଙ୍କ ଚାହିଦା ଅନୁଯାୟୀ ଭୁବନେଶ୍ୱରରେ ଏହାର ସିଟି ସେଣ୍ଟର ଖୋଲିଛୁ। ଏଠାରେ ପ୍ରାକୃତିକ ଚିକିତ୍ସା କ୍ଷେତ୍ରରେ ବିଶିଷ୍ଟ ଡାକ୍ତର ଏବଂ ବିଶେଷଜ୍ଞ ଉନ୍ନତମାନର ଚିକିତ୍ସା ଯୋଗାଇବେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories