www.samajalive.in
Friday, December 12, 2025
17.1 C
Bhubaneswar

ବ୍ୟାଙ୍କ ଅଫ୍‌ ବରୋଦା ପକ୍ଷରୁ ଏସୀୟ କ୍ରୀଡାର ବିଜେତା କିଶୋରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଏସୀୟ କ୍ରିଡାର ଜାଭେଲିନ୍‌ ଥ୍ରୋ ରେ ରୈାପ୍ୟ ପଦକ ହାସଲ କରି ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରି ରାଜ୍ୟ ଏବଂ ଦେଶ ପାଇଁ ଗୈାରବ ଆଣିଥିବା ଓଡିଆ ପୁଅ କିଶୋର କୁମାର ଜେନାଙ୍କୁ ବ୍ୟାଙ୍କ ଅଫ୍‌ ବରୋଦା ନିଜ କାର୍ଯ୍ୟାଳୟ ଭୁବନେଶ୍ୱର ଠାରେ ସମ୍ବର୍ଦ୍ଧନା ଜଣ।।ଇଛି ।

ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ଅଫ୍‌ ବରୋଦାର ଉପ-ମହାପ୍ରବନ୍ଧକ ଡଃ ରମେଶ କୁମାର ମହାନ୍ତି,ଭୁବନେଶ୍ୱର କ୍ଷେତ୍ରର ଉପ-କ୍ଷେତ୍ରୀୟ ପ୍ରବନ୍ଧକ ଦିଲ୍ଲୀପ ଦାସ୍‌ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସମସ୍ତ ଅଧିକାରୀମାନେ ଉପସ୍ଥିତ ରହି କିଶୋର ଜେନାଙ୍କୁ ଉତ୍ସାହିତ କରିଥିଲେ । କିଶୋର ଜେନା ଆମ ରାଜ୍ୟର ଗୈାରବ ଏବଂ ଆଗକୁ ଉନ୍ନତରୁ ଉନ୍ନତ ପ୍ରଦର୍ଶନ କରି କ୍ରିଡା ଦିଗରେ ନିଜକୁ
ଆହୁରି ଉଚ୍ଚ ସ୍ତରକୁ ନେଇ ଯାଆନ୍ତୁ ବୋଲି ଡଃ ରମେଶ କୁମାର ମହାନ୍ତି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଗରିବ ପରିବାରରୁ ଆସି ଅକ୍ଲାନ୍ତ ପରଶ୍ରମ କରି ଆଜି ସେ ଏହି ସ୍ଥାନରେ ପହଞ୍ଚିଛନ୍ତି ଏବଂ ଏଥିରେ ସରକାରଙ୍କର ବହୁତ ସହଯୋଗ ରହିବା ସହ ସମସ୍ତଙ୍କର ଆର୍ଶୀବାଦ ଥିବା କଥା କିଶୋର କହିଛନ୍ତି ।

- Advertisement -

ସେଠାରେ ଉପସ୍ଥିତ ଥିବା ସମସ୍ତ ଅଧିକାରୀମାନଙ୍କୁ କ୍ରିଡା ପ୍ରତି ନିଜ ପିଲାମାନଙ୍କୁ ଉତ୍ସାହିତ କରିବାକୁ କହିଛନ୍ତି । ଏହି ଅବସରରେ ବ୍ୟାଙ୍କ ଅଫ୍‌ ବରୋଦାର ସମସ୍ତ କର୍ମଚାରୀମାନେ କିଶୋରଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ କ୍ରିଡା ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ କାମନା କରିଛନ୍ତି ।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories