www.samajalive.in
Saturday, December 6, 2025
26.1 C
Bhubaneswar

ଉନ୍ନୟନ ପରିଷଦ ଉପାଧ୍ୟକ୍ଷାଙ୍କୁ କଣ୍ଟାବାଞ୍ଜି ବିଜେଡି ତରଫରୁ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି : ନୂତନ ଭାବେ ବଲାଙ୍ଗିର ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ, ପଛୁଆବର୍ଗ ଉନ୍ନୟନ କାଉନସିଲର ଉପାଧ୍ୟକ୍ଷା ରୂପେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ମହିଳା ନେତ୍ରୀ ନିରୁପମା ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନୋନିତ କରିଥିବାରୁ ଆଜି କଣ୍ଟାବାଞ୍ଜି ବିଜେଡି କାର୍ଯ୍ୟାଳୟରେ ଶ୍ରୀମତୀ ମାଝୀଙ୍କୁ ବିଜେଡି ବରିଷ୍ଠ ନେତା ଅଜୟ ଦାସଙ୍କ ନେତୃତ୍ୱରେ ବିଜେଡି କାର୍ଯ୍ୟାଳୟ ଠାରେ ସମ୍ୱର୍ଦ୍ଧନା ଦିଆଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ବିଜେଡିର ପ୍ରମୁଖ କାର୍ଯ୍ୟକର୍ତା ବିନୟ ବିଭାର, ବିଶାଳ ବେହେରା, ଗିରିରାଜ ସିଂ ମାଝୀ, ଧନଜୟ ମଛଖଣ୍ଡ, ପ୍ରମୋଦ କର, ବିଷ୍ଣୁ ବେହେରା, ବିଷ୍ଣୁ ଯୁଏଡ, ଶାନ୍ତନୁ ବିଭାର, ବିଟୁ ସାଙ୍ଘା, ଖିରୋଦ ନାୟକ, ସରୋଜ ମେହେର, ବୁଦ୍ଧଦେବ ମହାକୁର, ବିଶୁ ଦଣ୍ଡସେନା, ଆଶାଦୁଲ୍ଲା ଖାନ,ସନ୍ତୋଷିନୀ ବେହେରା,ସସ୍ମିତା ଦଣ୍ଡସେନା, ଜୟନ୍ତୀ ବେହେରା, କିରଣ ବେହେରା, ରମେଶ ପୁଟେଲ, ଶ୍ୟାମ ସୁନ୍ଦର ବଗର୍ତି, ପ୍ରହଲ୍ଲାଦ ବଛା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories