www.samajalive.in
Monday, December 8, 2025
24.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଇସ୍ରାଏଲ-ହମାସ ମଧ୍ୟରେ ଭୟଙ୍କର ଯୁଦ୍ଧ..

ଇସ୍ରାଏଲରେ ଫସିଛନ୍ତି ଓଡିଆ.. ଯୁଦ୍ଧ ଯୋଗୁଁ ସୀମାନ୍ତ ଅଞ୍ଚଳରେ ଉତ୍ତେଜନା..

- Advertisement -

ଦେଶର ଅନ୍ୟ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ଥିବା ସୂଚନା..

ଆଫଗାନିସ୍ତାନରେ ଆଜି ସକାଳେ ୬.୩ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ..

୪ ଦିନ ପୂର୍ବେ ଆଫଗାନିସ୍ତାନରେ ୬.୨ ତୀବ୍ରତାର ଭୂମିକମ୍ପରେ ୪ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା..

ଇସ୍ରାଏଲ୍‌କୁ ଆମେରିକା ଓ ହମାସକୁ ୟୁଏଇର ସହାୟତା, ଯୋଗାଇଦେଲେ ଯୁଦ୍ଧାସ୍ତ୍ର..

ପଠାନକୋଟ୍‌‌ ଆକ୍ରମଣର ମାଷ୍ଟରମାଇଣ୍ଡକୁ ପାକିସ୍ତାନରେ ଗୁଳି କରି ହତ୍ୟା..

ଆଜି ବିଶ୍ୱକପ୍‌ କ୍ରିକେଟ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ, ନୂଆଦିଲ୍ଲୀରେ ଖେଳାଯିବ ମ୍ୟାଚ..

ଗାଜା ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ଦଖଲ କଲା ଇସ୍ରାଏଲ ସେନା – ଯୁଦ୍ଧରେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ..

୨ ଲକ୍ଷ ଲୋକ ବିସ୍ଥାପିତ..

ଚିହ୍ନଟ ହେଲେ ଆଉ ୭ ସ୍କ୍ରବ ଟାଇଫସ୍‌ ଆକ୍ରାନ୍ତ, ସୁନ୍ଦରଗଡ଼ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୭କୁ ବୃଦ୍ଧି..

କେନ୍ଦୁଝର : ହାଇୱା ଧକ୍କାରେ ଆମ୍ବୁଲାନ୍ସ ଚୁର୍‌‌ମାର୍‌‌ .. ପିପିଳିଆ ନିକଟରେ ଦୁର୍ଘଟଣା ,୨ ଜଣ ଗୁରୁତର..

ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ..

ଲୋକସେବା ଭବନରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ଗତି ହିଁ ଶକ୍ତି – ମିଶନ ଶକ୍ତି ସଚିବ..

୧୫ ହଜାର ମା’ ଆଜି ସ୍କୁଟର ନେଇଛନ୍ତି.. ଆଗକୁ ୨ଲକ୍ଷ ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍କୁଟର..

କୃଷ୍ଣପ୍ରସାଦ : ଚାରିଛକ ବଜାରରେ ସରକାରୀ ଜମି ଉଚ୍ଛେଦ ବେଳେ ଉତ୍ତେଜନା..

କ୍ୟାବିନ୍‌‌ ଭଙ୍ଗାକୁ ନେଇ ତାତିଲେ ଲୋକେ.. ତହସିଲଦାରଙ୍କୁ ଘେରିଲେ..

କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ..

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories