www.samajalive.in
Saturday, December 6, 2025
26.1 C
Bhubaneswar

ପଠାନକୋଟ୍‌‌ ଆକ୍ରମଣର ମାଷ୍ଟରମାଇଣ୍ଡକୁ ଗୁଳି କରି ହତ୍ୟା

ଇସଲାମାବାଦ : ମୋଷ୍ଟ୍‌‌ ୱାଣ୍ଟେଡ୍‌‌ ଆତଙ୍କବାଦୀକୁ ପାକିସ୍ତାନରେ ହତ୍ୟା କରାଯାଇଥିବା ନେଇ ବୁଧବାର ଖବର ମିଳିଛି। ଆତଙ୍କବାଦୀ ସାହିଦ ଲତିଫ୍‌‌କୁ ପାକିସ୍ତାନରେ ଗୁଳି କରି ହତ୍ୟା କରାଯାଇଛି। ସିଆଲକୋଟ୍‌‌ରେ ଉକ୍ତ ଆତଙ୍କବାଦୀକୁ ଅଜଣା ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି। ଏନଆଇଏର ୱାଣ୍ଟେଡ୍‌‌ ତାଲିକାରେ ରହିଥିଲା ସାହିଦ ଲତିଫ୍‌‌। ଏହାସହ ପଠାନକୋଟ୍‌‌ ଆକ୍ରମଣର ମଧ୍ୟ ସାହିଦ ମାଷ୍ଟରମାଇଣ୍ଡ ଥିଲା।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories