www.samajalive.in
Thursday, December 11, 2025
13.1 C
Bhubaneswar

୩ ହଜାର ଟପିଲା ମରକ୍କୋ ଭୂମିକମ୍ପ ମୃତ୍ୟୁସଂଖ୍ୟା

ରାବତ: ମରକ୍କୋରେ ହୋଇଥିବା ଭୂମିକମ୍ପ ମୃତ୍ୟୁସଂଖ୍ୟା ମଙ୍ଗଳବାର ୩ହଜାର ଅତିକ୍ରମ କରିଛି। ଭୂକମ୍ପ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଉଦ୍ଧାର କାର୍ଯ୍ୟ ଲାଗି ସ୍ପେନ, ବ୍ରିଟେନ, କାତାର ପ୍ରମୁଖ ରାଷ୍ଟ୍ର ସହାୟତା ପଠାଇଛନ୍ତି। ଭୂକମ୍ପରେ ଅନେକ ଲୋକ ଘରଦ୍ବାର ହରାଇ ତମ୍ବୁ ତଳେ ଆଶ୍ରୟ ନେଇଛନ୍ତି। ପୀଡିତଙ୍କ ନିକଟରେ ଖାଦ୍ୟ ଓ ପାନୀୟର ଅଭାବ ଦେଖାଯାଇଛି। ସେପ୍ଟେମ୍ବର ୮ (ଶୁକ୍ରବାର) ରାତିରେ ମରକ୍କୋର ଦକ୍ଷିଣ-ପଶ୍ଚିମ ମାରାକେସରେ ୭.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା।

http://ଭାରତ ଛାଡ଼ିଲେ ଟ୍ରୁଡୁ, ଭାରତୀୟ ବିମାନରେ ଯିବାକୁ ମନା କଲେ

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories