ଭୁବନେଶ୍ୱର : ଶିକ୍ଷକ ନିଯୁକ୍ତି ପାଇଁ ଏକ ବଡ ଖବର ସୋମବାର ସାମ୍ନାକୁ ଆସିଛି। ପ୍ରାୟ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓସେପା ୱେବସାଇଟ୍ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୧୩ରୁ ଏନେଇ ଆବେଦନ ଆରମ୍ଭ ହେବ।
୨୩ ପର୍ଯ୍ୟନ୍ତ ଜେଲ୍ରେ ରହିବେ ଚନ୍ଦ୍ରବାବୁ ନାଇଡୁ
ଏହାସହ ଆବେଦନର ଶେଷ ତାରିଖ ଅକ୍ଟୋବର ୧୦ ତାରିଖ ରହିଛି। ସମ୍ପୂର୍ଣ୍ଣ ଅନଲାଇନରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ହେବ। କମ୍ପ୍ୟୁଟର ବେସ୍ଡ ଟେଷ୍ଟରେ ଲିଖିତ ପରୀକ୍ଷା ହୋଇ ଚୟନ ହେବ।www.osepa.odisha.gov.inରେ ବିଜ୍ଞପ୍ତି ପ୍ରକାଶ ପାଇଛି।



