www.samajalive.in
Friday, December 12, 2025
27.1 C
Bhubaneswar

ଶଙ୍ଖ ଫୁଙ୍କିଲେ ବିଜେପିର ଟାଣୁଆ ନେତା

ଯାଜପୁର : ଲୋକଙ୍କ ସହ ମିଶିବା ଏବଂ ଦଳରେ ଲୋକଙ୍କୁ ଯୋଡ଼ିବା, ବିଜୁ ଜନତା ଦଳର ଆଦର୍ଶ । ବିଜେଡିର ଜନସଂପର୍କ ନୀତିରେ ଆକୃଷ୍ଟ ହୋଇ ଦାନଗଦୀ ବ୍ଲକ ଦେଉଳକଣ ପଞ୍ଚାୟତର ବରିଷ୍ଠ ବିଜେପି ନେତା ଓ କର୍ମୀମାନେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଉପସ୍ଥିତରେ ବିଜେଡି ସାମିଲ ହୋଇଛନ୍ତି। ମନ୍ତ୍ରୀ ଘଡେଇ ସେମାନଙ୍କୁ ସ୍ୱାଗତ କରିଛନ୍ତି । ବରିଷ୍ଠ ଯୁବ ନେତା ପ୍ରଦୀପ ନେତା ଓ ବହୁ କର୍ମୀ ଏଥିରେ ଉପସ୍ଥିତ ଥିଲେ।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories