www.samajalive.in
Thursday, December 11, 2025
13.1 C
Bhubaneswar

ପାକିସ୍ତାନକୁ ଧକ୍କା : ୧୬୬ କୋଟି ଡଲାର୍‍ ପ୍ରତିରକ୍ଷା ସହାୟତା ବାତିଲ କଲା ଆମେରିକା

ୱାଶିଂଟନ : ପାକିସ୍ତାନ ପାଇଁ ୧୬୬ କୋଟି ଡଲାର୍‍ ନିରାପତ୍ତା ସହାୟତାକୁ ଆମେରିକା ବାତିଲ୍‍ କରିଛି। ରାଷ୍ଟ୍ରପତି ଡୋନାଲ୍‍ଡ୍‍ ଟ୍ରମ୍ପ୍‍ଙ୍କ ନିର୍ଦ୍ଦେଶକ୍ରମେ ଏହି ପଦକ୍ଷେପ ନିଆଯାଇଛି। ଆମେରିକା ପ୍ରତିରକ୍ଷା ବିଭାଗ ମୁଖପାତ୍ର କର୍ଣ୍ଣେଲ୍‍ ରବ୍‍ ମ୍ୟାନିଂ ଏକ ଇ-ମେଲ୍‍ ପ୍ରଶ୍ନର ଜବାବରେ ଏହା କହିଛନ୍ତି। ଆଫଗାନିସ୍ତାନ, ପାକିସ୍ତାନ ଏବଂ କେନ୍ଦ୍ରୀୟ ଏସିଆ ପାଇଁ ଓବାମା ପ୍ରଶାସନରେ କାର୍ଯ୍ୟ କରୁଥିବା ସହକାରୀ ଉପ ପ୍ରତିରକ୍ଷା ସଚିବ ଡେଭିଡ ସେଡନି କହିଛନ୍ତି ଏହା ପାକିସ୍ତାନ ବିପକ୍ଷରେ ଏକ ଦୃଢ଼ ପଦକ୍ଷେପ । ନିଜ ପଡୋଶୀଙ୍କ ବିରୁଦ୍ଧରେ ହିଂସାତ୍ମକ କାର୍ଯ୍ୟକ୍ରମକୁ ଉତ୍ସାହିତ କରିବା ଏବଂ ଆତଙ୍କବାଦଙ୍କୁ ଆଶ୍ରୟ ଦେବା କାରଣରୁ ପାକିସ୍ତାନର ଏହି ସାମରିକ ସହାୟତାକୁ ବାତିଲ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories